ଭୁବନେଶ୍ୱର (ରିପୋର୍ଟସ ଟୁଡେ) : ହକିରୁ ନେଲେ ଅବସର ନେଲେ ବୀରେନ୍ଦ୍ର ଲାକ୍ରା । ଏବାବଦରେ ହକି ଇଣ୍ଡିଆ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ୩୧ ବର୍ଷୀୟ ଲାକ୍ରା ନିଜ କ୍ୟାରିୟର ଭିତରେ ୨୦୧ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସଦ୍ୟ ଆୟୋଜିତ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ ।