Browsing Tag

Odisha

କିଛିଦିନ ହେବେ ଗ୍ରାମରେ ନିର୍ମିତ ଫୋଲ ଭାଙ୍ଗିଯିବାରୁ ନାହିଁ ନଥିବା ଅସୁବିଧାର ସାମ୍ନା କଲେ ଗ୍ରାମବାସୀ ।

ନୂଆ ପୋଲ ଭାଙ୍ଗିଯିବାରୁ ପ୍ରଖର ସ୍ରୋତ ମଧ୍ୟରେ ମୃତଦେହ କାନ୍ଧରେ ବୋହିଲେ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ନୂଆହତା ପଞ୍ଚାୟତର ବାଲିସାହି ଗୋଛାୟତ ବସ୍ତିରୁ ଆସିଛି ଏକ ହୃଦୟବିଦାରକ ଘଟଣା।ଲଗାଣ ବର୍ଷାରେ ନୂତନ ନିର୍ମିତ ପୋଲର ଏକ ବଡ଼ ଅଂଶ ଭାସିଯିବାରୁ ଗାଁର ଯୋଗାଯୋଗ ସମ୍ପୂର୍ଣ୍ଣ…
Read More...

ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର ଗଣଦୌଡ଼ ଅନୁଷ୍ଠିତ ।

ଆଜି ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ମାନନୀୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ବାଇଁ , ମାନ୍ୟବର କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ…
Read More...

ରାଜ୍ୟରେ ଖୁବଶୀଘ୍ର ବର୍ଷିବ ଝଡ ବର୍ଷା ।

ରାଜ୍ୟରେ ହେବ ଝଡବର୍ଷା । ଓଡିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାବେଳେ ବିଭିନ୍ନ ଜିଲାରେ କାଳବୈଶାଖୀ ବର୍ଷା ହେଉଛି। ତେବେ ଜୁନ୍ ୩୦ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ଜୁଲାଇ ୨ ବେଳକୁ ଲଘୁଚାପ ହେବା ନେଇ ପାଣିପାଗ ବିଶେଷଜ୍ଞ ଆକଳନ…
Read More...

ନାରୀଙ୍କ ପାଇଁ ଟାଏକୋଣ୍ଡ୍ ନିତ୍ୟନ୍ତ ଆବଶ୍ୟକ l

ଦଶମ ତାଇକୋଣ୍ଡୋ  କଲର୍ ବେଲ୍ଟ କାର୍ଯ୍ୟକ୍ରମ ସମ୍ପନ୍ନ । ଚଳିତ ମାସ ୧୩-୬-୨୦୨୬ ଦିନ ୧୦ତମ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ମା ବାସନ୍ତୀ ଦୁର୍ଗା ଖେଳପଡ଼ିଆ ଠାରେ ଅନୁଷ୍ଠିତ ହୋଇଛି।ଉକ୍ତ ପରୀକ୍ଷା ଶିବିର ରେ ମୁଖ୍ୟ ଅତିଥି ଅନୁଗୋଳ ଟାଉନ୍ ଥାନା ଅଧିକାରୀ ପ୍ରକାଶଚନ୍ଦ୍ର ମାଝି…
Read More...

ନାଟକ କରୁ କରୁ ଆରମ୍ଭ ହୋଇଗଲା ମହାଭାରତ ।

ରାମାୟଣ ନାଟକରେ ଅଭିନୟ କରୁଥିବା ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ମାରପିଟ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଙ୍କୋରଡ଼ା ଗ୍ରାମରେ ଠାକୁରାଣୀ ଯାତ୍ରା ଉପଲକ୍ଷେ କଉଡିଆ ଗ୍ରାମର ରାମାୟଣ ନାଟକ ଓ ନଳିହାଡ ଗ୍ରାମର ରାମାୟଣ ନାଟକ ମଧ୍ୟରେ ବାଦି ନାଟକ ଲାଗିଥିଲା। କଉଡିଆ ଗ୍ରାମର ଦଳର କିନ୍ନର…
Read More...

ଏଣିକି ହସ୍ପିଟାଲରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ହେଉଥିବା ଖର୍ଚ୍ଚ ଆୟୁଷ୍ମାନରେ ମିଶିବ ।

ଆୟୁଷ୍ମାନ କାର୍ଡ ଧାରୀଙ୍କ ପାଇଁ ବଡ ଅପଡେଟ୍ । ଏନେଇ ବଡ ଅପଡେଟ୍ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏଣିକି ଆଡମିଟ୍ ପୂର୍ବରୁ ହସ୍ପିଟାଲରେ ହେଉଥିବା ସମସ୍ତ ଖର୍ଚ୍ଚ ଆୟୁଷ୍ମାନ କାର୍ଡ ଦ୍ୱାରା ବହନ କରାଯିବ । ଏବଂ ରୋଗୀ ମେଡିକାଲରେ ବେଡ୍‌ରେ ଆଡମିଟ୍ ହେବାର ୩ ଦିନ ପୂର୍ବରୁ…
Read More...

ନଦୀ ପାଣିରେ ବୁଡି ଗଲା ନାବଳକଙ୍କ ଜୀବନ ।

ନଦୀ ପାଣିରେ ବୁଡି ଦଶମ ଶ୍ରେଣୀ ଛାତ୍ର ମୃତ। ସୂଚନା ଅନୁଯାୟୀ ଦେବଗଡ଼ ଜିଲ୍ଲା ,ବାରକୋଟ ଥାନା ଅନ୍ତର୍ଗତ ଗୋପପୁର ଗ୍ରାମର ସରସ୍ୱତୀ ହଷ୍ଟେଲ ର ଜଣେ ଛାତ୍ର ଆଜି ନିକଟସ୍ତ କଲା ନଦୀ, ଗୋପପୁର ଘାଟ କୁ ଗାଧୋଇବାକୁ ଯାଇଥିବାବେଳେ ସେ ଆଉ ଫେରିନଥିଲେ ଫଳରେ ଅନେକ ସମୟ ଧରି ଖୋଜା ଖୋଜି କରିବା ପରେ…
Read More...

ସରକାରୀ କର୍ମଚାରୀଙ୍କ ଭତ୍ତା ବୃଦ୍ଧି

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି । ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମୁଦାୟ ମହଙ୍ଗା ଭତ୍ତା, ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା । ଯାହା ପିଛିଲା ଭାବେ ୨୦୨୬ ଜାନୁଆରୀରୁ ଲାଗୁହେବ । ଏହାସହ ପେନସନ୍‌ଭୋଗୀଙ୍କ,  ଟି.ଆଇରେ…
Read More...

ବ୍ୟାରିକେଡ୍ ହଟିବ ନବୀନ ନିବାସ ଆଗରୁ!

ରାସ୍ତା ମାଡି ବସିଛନ୍ତି ଶଙ୍ଖପତି ! ସୁରକ୍ଷା ବାହାନାରେ ସର୍ବସାଧାରଣଙ୍କୁ ଦହଗଞ୍ଜ ! ଭୁବନେଶ୍ୱରର:- ପୁରୁଣା ଏୟାରପୋର୍ଟ ରୋଡ୍‌ରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ, ‘ନବୀନ ନିବାସ’ ସାମ୍ନାରେ କରାଯାଇଥିବା ବ୍ୟାରିକେଡ୍‌କୁ ନେଇ ବଡ଼ ବିବାଦ । ରାସ୍ତା ଉପରେ…
Read More...

AIIMSରେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର :- AIIMSରେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । AIIMSରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କ ବଡ ପୁଅଙ୍କ ଚିକିତ୍ସା ଚାଲିଥିବା ବେଳେ, ତାଙ୍କର ସୁସ୍ଥତା ବିଷୟରେ ଆଲୋଚନା କରିଥିଲେ ମନ୍ତ୍ରୀ । ଏହା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଚିକିତ୍ସା…
Read More...