Browsing Category

ବିଜ୍ଞାନ

ଦେଶରେ ନୀତି ନିର୍ଦ୍ଧାରଣରେ କମାଲ କରିବେ ଭବିଷ୍ୟ ପିଢି

ଭୁବନେଶ୍ୱର;ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜ୍ୟସଭା ସାଂସଦ ସୁଜିତ କୁମାର  ଗତକାଲି ଦିଲ୍ଲୀର ହାର୍ଭାର୍ଡ କେନେଡି ସ୍କୁଲ ଏବଂ ଏମଆଇଟି ସ୍ଲୋନ୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ୍ର ମଧ୍ୟ-କ୍ୟାରିୟର ଛାତ୍ର ଏବଂ ପ୍ରତିନିଧୀଙ୍କ ସହ ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା…
Read More...

ଭାରତୀୟ ପରମାଣୁ ବିଜ୍ଞାନୀ ଆର୍ . ଚିଦାମ୍ବରମଙ୍କ ବିୟୋଗ

ନୂଆଦିଲ୍ଲୀ : ଭାରତୀୟ ପରମାଣୁ ବିଜ୍ଞାନୀ ଆର୍ . ଚିଦାମ୍ବରମଙ୍କ ବିୟୋଗ ହୋଇଛି । ୮୮ ବର୍ଷ ବୟସରେ  ଆଖି ବୁଜିଲେ ଆର୍ . ଚିଦାମ୍ବରମ । ତାଙ୍କର  ପୋଖରାନ ପରୀକ୍ଷଣରେ  ଗୁରୁତ୍ୱପୂର୍ଣ ଭୂମିକା ରହିଛି ।  ସେ ଥିଲେ ଅବଦୁଲ କଲାମଙ୍କର ଘନିଷ୍ଠ ସହେଯାଗୀ । ଏହା ସହିତ ସେ ଥିଲେ ଭାରତ ସରକାରଙ୍କ…
Read More...

ଦିନ ଛୋଟ ରାତି ବଡ ହେବା ପଛରେ ଜାଣନ୍ତୁ କାରଣ?

ଆଜି ଦିନ ହେବ ଛୋଟ ରାତି ହେବ ଲମ୍ବା । ସାଧାରଣତ ଶୀତ ଋତୁରେ ଦିନଟି ଛୋଟ ଏବଂ ରାତି ଲମ୍ବା ହୋଇଥାଏ । କିନ୍ତୁ ବର୍ଷର ୩୬୫ ଦିନ ମଧ୍ୟରୁ ଗୋଟିଏ ଦିନ ଅଛି, ଯାହାକୁ ଶୀତ କିମ୍ବା ହାଇବରନାଲ୍ ସଲଷ୍ଟାଇସ୍ ମଧ୍ୟ କୁହାଯାଏ । କାରଣ ଏହା ହେଉଛି ବର୍ଷର ସବୁଠାରୁ ଛୋଟ ଦିନ । କିନ୍ତୁ ଆପଣ ଜାଣନ୍ତି…
Read More...

ପୁଣି ଇତିହାସ ରଚିଲା ଇସ୍ରୋ : ପ୍ରୋବା-୩ମିଶନର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ: ପୁଣି ଇତିହାସ ରଚିଲା ଇସ୍ରୋ । ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସଫଳ ଉତକ୍ଷେପଣ ହେଲା ୟୁରୋପୀୟ ସ୍ପେସ ଏଜେନ୍ସିର ପ୍ରୋବା-୩ ସାଟେଲାଇଟ । ଅପରାହ୍ଣରେ ଉତକ୍ଷେପଣ ହେଲା ପ୍ରୋବା-୩ ସ୍ପେସକ୍ରାଫ୍ଟ ପିଏସଏଲଭି-ସି୫୯ । ପ୍ରୋବା-୩ ସାଟେଲାଇଟ ଏଲିପ୍ଟିକାଲ…
Read More...

୨୦୨୫ ମାର୍ଚ୍ଚ ସୁଦ୍ଧା ସମସ୍ତ ଗାଁକୁ ପହଞ୍ଚିଯିବ ନେଟୱର୍କ : ମନ୍ତ୍ରୀ ମୁକେଶ ମହାଲିଙ୍ଗ

ବ୍ୟୁରୋ : ରାଜ୍ୟରେ ୪୭ ହଜାର ୯୦୨ ଟି ମୋବାଇଲ ଟାୱାର ରହିଥିବା ସୂଚନା ଦିଆଯାଇଛି । ସେଥି ମଧ୍ୟରୁ ୧୨ ହଜାର ୬୦୨ ଟି 5G ଟାୱାର ଅଛି। ଅଧିକ 5G ଟାୱାର ଅପଡେଟ୍ ମଧ୍ୟ କରାଯାଉଛି। ୨୦୨୫ ମାର୍ଚ୍ଚ ସୁଦ୍ଧା ନେଟୱର୍କ ଅପହଞ୍ଚ ଥିବା ଗାଁ କୁ ସେବା ପହଞ୍ଚାଇବା ସରକାର ଲକ୍ଷ୍ୟ ରଖିଛନ୍ତି। ଏନେଇ IT…
Read More...

ଅବଦୁଲ କଲାମ ଦ୍ୱୀପରୁ ଲଙ୍ଗ ରେଂଜ ହାଇପର ସୋନିକ ମିଜାଇଲ ପରୀକ୍ଷଣ ସଫଳ

ବାଲେଶ୍ୱର : ଭାରତକୁ ଐତିହାସିକ ସଫଳତା । ଓଡ଼ିଶାରେ ଘାତକ ମିସାଇଲ୍ ପରୀକ୍ଷଣ ହେଲା ସଫଳ । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଲଙ୍ଗ ରେଂଜ ହାଇପର ସୋନିକ ମିଜାଇଲ ପରୀକ୍ଷଣ ସଫଳ ହୋଇଛି । ସଫଳତା ମିଳିବା ପରେ ସୋସିଆଲ ମିଡିଆ ଏକ୍ସରେ ଟୁଇଟ୍ କରି ଏହାକୁ ଭାରତ ପାଇଁ…
Read More...

ରସାୟନ ବିଜ୍ଞାନରେ ୩ ଜଣ ପାଇବେ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ରସାୟନ ବିଜ୍ଞାନ କ୍ଷେତ୍ରରେ 2024 ବର୍ଷ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସ ବୁଧବାର 09 ଅକ୍ଟୋବରରେ ନିଆଯାଇଛି। ଏଥିସହ ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସ କହିଛି ଯେ ଚଳିତ ବର୍ଷ ଏହି…
Read More...

ପଦାର୍ଥ ବିଜ୍ଞାନ ପାଇଁ ୨ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନ ପାଇଁ ୨ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର। ଚଳିତ ଥର ଜେ. ହୋପଫାଇଲ୍ଡ ଏବଂ ଜେଫ୍ରି ହିଣ୍ଟନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଛି। ଷ୍ଟକହୋମର ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି।…
Read More...

ମେଡିସିନ କ୍ଷେତ୍ରରେ ୨ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ମେଡିସିନରେ ୨ ବୈଜ୍ଞାନିକଙ୍କୁ ନୋବେଲ । ଆଜି ଠାରୁ ୨୦୨୪ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମେଡିସିନ୍ କ୍ଷେତ୍ର ପାଇଁ ଏହି ସମ୍ମାନର ବିଜେତାଙ୍କ ନାମ ଆଜି ଘୋଷଣା କରାଯାଇଛି। ଚଳିତ ବର୍ଷ ଆମେରିକାର ଭିକ୍ଟର ଆମ୍ବ୍ରୋସ୍ ଓ ଗ୍ୟାରୀ…
Read More...

ଗୁଗଲ ପେ’ର ନୂଆ ଫିଚର : ବିନା ଆକାଉଣ୍ଟରେ ହେବ ପେମେଣ୍ଟ !!

ବ୍ୟୁରୋ : ଦିନକୁ ଦିନ ଡିଜିଟାଲ ପେମେଣ୍ଟ ସିଷ୍ଟମ ଜନଆଦୃତ ହେବାରେ ଲାଗିଛି । ଘରେ ବସି ଆଙ୍ଗୁଠି ଟିପରେ ସହଜରେ ସବୁ କାମ କରିହେଉଛି । ଗୁଗୁଲ ପେ, ଫୋନ୍ ପେ ଏବଂ ପେଟିଏମ୍ ଭଳି କମ୍ପାନୀ ୟୁପିଆଇ ପେମେଣ୍ଟ ସର୍ଭିସ ପ୍ରଦାନ କରିଥାଏ । ସେଥିପାଇଁ ବ୍ୟାଙ୍କରେ ଆକାଉଣ୍ଟ ଥିବା ଅନିବାର୍ଯ୍ୟ ଅଟେ ।…
Read More...