Browsing Category

ବିଶେଷ

ଆହତ ଯୋଗୁଁ ଏବେ କାମ କରିବେ ନାହିଁ ରଶ୍ମିକା

ଅଭିନେତ୍ରୀ ରଶ୍ମିକା ମନ୍ଦାନା ତାଙ୍କ ଆଗାମୀ ଫିଲ୍ମ "ରଣବାଲି" ଓ "ମୈସା" ର ସୁଟିଂ ସମୟରେ ଆହତ ହୋଇଛନ୍ତି। ତାଙ୍କ ଗୋଡ଼ରେ ଗମ୍ଭୀର ଆଘାତ ଲାଗିବା କାରଣରୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଖବର ଅନୁସାରେ,ଦୁଇଟି ସିନେମାର ଆକ୍ସନ ଓ ଡ୍ୟାନ୍ସ ସିକ୍ୱେନ୍ସ ସ୍ୱୟଂ…
Read More...

ବନ୍ୟା ଦୁର୍ଦ୍ଦଶା ପାଇଁ ସ୍ଥାନାନ୍ତରଣ ପ୍ରସ୍ତୁତି…

ଲଗାଣ ବର୍ଷାର ପ୍ରଭାବରେ ମହାନଦୀ ଉପରମୁଣ୍ଡରୁ ଜଳପ୍ରବାହ ବୃଦ୍ଧି ସହ ହୀରାକୁଦ ଡ୍ୟାମ୍ ର ଜଳସ୍ତର ଅଧିକ ହୋଇଛି । ପ୍ରତି ସେକେଣ୍ଡରେ ଡ୍ୟାମକୁ ୪,୨୫,୭୪୩ ଜଳ ପ୍ରବେଶ କରୁଛି । ସେପଟେ ୩,୧୩,୧୬୫ କ୍ୟୁସେକ ଜଳ ନିଷ୍କାସନ ମଧ୍ୟ କରାଯାଉଛି । ବର୍ତ୍ତମାନ ସୁଦ୍ଧା ହୀରାକୁଦ ଡ୍ୟାମ୍ ର ୨୨ଟି ଗେଟ୍…
Read More...

ଯୋଗୀଙ୍କୁ କାଳ ହୋଇଥିଲା ମନ୍ଦିରକୁ ନେଇ ରାଜନୀତି

ଉତ୍ତରପ୍ରଦେଶରେ ଯୋଗୀ ଭୋଗିଛନ୍ତି ଓଡିଶାରେ ନବୀନ ଓ ବେଙ୍ଗଲରୁ ମମତା ଯାଇଛନ୍ତି ଧର୍ମକୁ ନେଇ ରାଜନୀତି ଯିଏ କରିଛି, ଏହାର ଫଳ ସେ ନିଶ୍ଚୟ ଭୋଗିଛି । ବୋଧେ ଭାରତୀୟ ରାଜନୀତିରେ ଧର୍ମକୁ ନେଇ ରାଜନୀତି କରିବା, କିଛି ନୂଆ ନୁହେଁ । ଅନେକ ଦଳ ଏହାକୁ କାର୍ଡ ଭଳି ବ୍ୟବହାର କରି, ଲୋକଙ୍କ…
Read More...

ଆଞ୍ଚଳିକ ଦଳ ରାଜନୀତିର ଯୁଗ ଶେଷ !

ଆଞ୍ଚଳିକ ଦଳ ରାଜନୀତିର ଯୁଗ ଶେଷ ! ପଶ୍ଚିମବଙ୍ଗରେ ଟି.ଏମ୍.ସି କ୍ଷମତାରୁ ଗଲା ତାମିଲନାଡୁରେ ଡି.ଏମ୍.କେ ଭୋଗିଲା କ୍ଷମତାଚ୍ୟୁତ ଅଧିନାୟକ ତାଲିକାରେ ଆହୁରି ୨ ନେତା ସାମିଲ୍ । ଯେଉଁମାନେ କି, ବିଜେପି ନେତୃତ୍ୱାଧୀନ ଏନ୍.ଡି.ଏକୁ  ବିରୋଧ କରୁଥିଲେ । ଏବଂ ଇଣ୍ଡିଆ ମେଣ୍ଟର…
Read More...

ସମୁଦ୍ର ତଳେ ଲୁଚି ରହିଥିବା ଗ୍ୟାସ କିପରି ପୃଷ୍ଠରେ ପହଞ୍ଚିଥାଏ?

ଆପଣ କେବେ ଭାବିଛନ୍ତି କି ସମୁଦ୍ର ଭିତରେ ହଜାର ହଜାର ଫୁଟ ଗଭୀରରେ ପୋତି ହୋଇଥିବା ଗ୍ୟାସ କିପରି ପୃଷ୍ଠରେ ପହଞ୍ଚିଥାଏ? ଯେଉଁଠାରେ ମଣିଷ ପହଞ୍ଚି ପାରେ ନାହିଁ, ସେଠାରେ ମେସିନ ଏବଂ ପ୍ରଯୁକ୍ତିବିଦ୍ୟା ମିଳିତ ଭାବରେ ପୃଥିବୀର ସବୁଠାରୁ ମୂଲ୍ୟବାନ ଶକ୍ତି ବାହାର କରନ୍ତି। ସମୁଦ୍ର ତଳେ ଲୁଚି…
Read More...

ମାର୍ଚ୍ଚ ୩ରେ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ଦେଖାଯିବ ‘ବ୍ଲଡ୍ ମୁନ୍’ ଦୃଶ୍ୟ

ଭୁବନେଶ୍ଵର: ଚଳିତ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୩ ତାରିଖରେ ହେବାକୁ ଯାଉଛି। ଏହା ଏହି ବର୍ଷର ଏକମାତ୍ର ଚନ୍ଦ୍ରଗ୍ରହଣ, ଯାହା ଭାରତରେ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ। ଗ୍ରହଣ ସମୟରେ ଚନ୍ଦ୍ର ଲାଲ ରଙ୍ଗର ଦେଖାଯିବ, ଯାହାକୁ ‘ବ୍ଲଡ୍ ମୁନ୍’ ବୋଲି କୁହାଯାଏ। ଯେତେବେଳେ ଚନ୍ଦ୍ର…
Read More...

ହୋଲି ପୂର୍ବରୁ କରନ୍ତୁ ଏହି କାମ, ପ୍ରଶନ୍ନ ହେବେ ମା ଲକ୍ଷ୍ମୀ

ଭୁବନେଶ୍ଵର: ଭାରତରେ ରଙ୍ଗର ପର୍ବ ହୋଲି ଖୁବ୍ ଧୁମାଧାମରେ ପାଳନ କରାଯାଏ । ଦୁଇ ଦିନ ଧରି ଏହି ପର୍ବ ପାଳନ କରାଯାଇଥାଏ । ହୋଲିର ଗୋଟିଏ ଦିନ ପୂର୍ବରୁ ହୋଇଥାଏ ହୋଲିକା ଦହନ୍ । ଯାହାକୁ ଅନେକ ସ୍ଥାନରେ ଛୋଟି ହୋଲି ମଧ୍ୟ କୁହାଯାଏ । ଏହି ଦିନ ଲୋକମାନେ ହୋଲିକାଙ୍କୁ ପୂଜା କରନ୍ତି । ଚଳିତ ଥର…
Read More...

ଅଜବ ଏହି ବୃକ୍ଷ, ୧୦୦ ବର୍ଷରେ ମାତ୍ର ଥରେ ଫୁଟେ ଫୁଲ

ନୂଆଦିଲ୍ଲୀ: ରହସ୍ୟରେ ଭରା ଆମର ଏ ପୃଥିବି  । ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ  । ସେହିପରି ଦୁନିଆରେ ଅନେକ ପ୍ରକାରର ବୃକ୍ଷ ଲତା ରହିଛି  । ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ  । କିନ୍ତୁ କିଛି ବୃକ୍ଷଲତା ଏପରି ରହିଛି ଯାହା ତାର ଭିନ୍ନ ପ୍ରକାତୀ ପାଇଁ…
Read More...

ବିରଳ ଖଗୋଳ ଘଟଣା: ଏକକାଳୀନ ଆକାଶରେ ଗୋଟିଏ ଧାଡିରେ ଦେଖାଯିବେ ୬ଟି ଗ୍ରହ

ଭୁବନେଶ୍ୱର: ଗ୍ରହମାନଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନ ଦୃଷ୍ଟିରୁ ୨୦୨୬ ମସିହା ଏକ ଖାସ ବର୍ଷ ହେବାକୁ ଯାଉଛି। ବର୍ଷ ସାରା ଅନେକ ପ୍ରମୁଖ ଗ୍ରହ ନିଜ ଚାଲ ବଦଳେଇବାକୁ ଥିବା ବେଳେ, ଏଥିରେ କିଛି ଦୁର୍ଲଭ ଓ ବିରଳ ଖଗୋଳିୟ ସଂଯୋଗ ମଧ୍ୟ ସୃଷ୍ଟି ହେବ। ସେଥିମଧ୍ୟରୁ ସବୁଠୁ ଆକର୍ଷଣୀୟ ଘଟଣା ୨୮…
Read More...

ପ୍ରତିବର୍ଷ ଫେବୃଆରୀ ୧ ରେ ହିଁ କାହିଁକି ହୁଏ ବଜେଟ ଅଧିବେଶନ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଜାତୀୟ ବଜେଟ୍ ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅର୍ଥ ମନ୍ତ୍ରଣାଳୟ ଜୋରସୋରରେ ଚାଲିଛି, ଏବଂ ସବୁଥର ପରି ଏହି ବର୍ଷ ମଧ୍ୟ ଦେଶର ହିସାବ ଫେବୃଆରୀ ୧ ତାରିଖରେ ସଂସଦରେ ଉପସ୍ଥାପିତ ହେବ। କିନ୍ତୁ ଆପଣ କେବେ ଭାବିଛନ୍ତି କି ବଜେଟ୍ ଉପସ୍ଥାପନ ପାଇଁ ଫେବୃଆରୀ ୧…
Read More...