Browsing Category

ଵାଣିଜ୍ୟ

ଆଧାର-ବ୍ୟାଙ୍କ ଲିଙ୍କ ନଥିଲେ ବନ୍ଦ ହୋଇପାରେ NSAP ପେନ୍ସନ

ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ ପେନ୍ସନ ପାଉଥିବା ହିତାଧିକାରୀମାନଙ୍କ ଆଧାର ସଂଖ୍ୟାକୁ ବ୍ୟାଙ୍କ ଖାତା ସହ ତୁରନ୍ତ ଲିଙ୍କ କରିବା ପାଇଁ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ (SSEPD) ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା…
Read More...

ଭାରତୀୟ ବଜାରରେ କମିଲା ସୁନା ଦର

ସୋମବାର ଦିନ ସୁନା ମୂଲ୍ୟ ହ୍ରାସ ପାଇଛି, ଯାହା ବିଶ୍ୱ ବଜାରର ମନୋଭାବ ଚାପରେ ରହିଥିବାରୁ ଏହାର ସାମ୍ପ୍ରତିକ ହ୍ରାସକୁ ବୃଦ୍ଧି କରିଛି। ହ୍ରାସ ସତ୍ତ୍ୱେ, ପ୍ରମୁଖ ଭାରତୀୟ ସହରଗୁଡ଼ିକରେ ମୂଲ୍ୟ ପ୍ରାୟ ₹ 1.43 ଲକ୍ଷ ଥିଲା, ଯେଉଁଥିରେ ମେଟ୍ରୋ ସହରଗୁଡ଼ିକ ମଧ୍ୟରେ ଚେନ୍ନାଇ ସର୍ବାଧିକ ମୂଲ୍ୟ…
Read More...

ଯୁଦ୍ଧ କାଳୀନ ପରିସ୍ଥିତି ମଧ୍ୟରେ ପୁଣି ନିଜ କଥାରୁ ୟୁଟର୍ଣ୍ଣ ନେଲା ଇରାନ୍ ।

ପୁଣି ୟୁଟର୍ଣ୍ଣ ମାରିଛି ଇରାନ । ଗୋଟିଏ ପଟେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଆଗକୁ ବଢୁଥିବାବେଳେ , ଇରାନ ଏହାର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ୟୁଟର୍ଣ୍ଣ ନେଇଛି। ଯାହାର ଫଳର ସ୍ବରୂପ ଏହି ଚୁକ୍ତିନାମାରେ ନୂତନ ବିବାଦ ସୃଷ୍ଟି କରିବାର ସମ୍ଭାବନା ଦେଖାଯାଉଛି। ଇରାନ…
Read More...

ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସରକାର

ରାସ୍ତାକଡ଼ ବ୍ୟବସାୟୀ (ଷ୍ଟ୍ରିଟ୍ ଭେଣ୍ଡର)ମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ପିଏମ୍ ସ୍ୱନିଧି (ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି) ଯୋଜନା ଅଧୀନରେ ମଞ୍ଜୁର ହେଉଥିବା ତିନୋଟି ଋଣ ପର୍ଯ୍ୟାୟର ହାଇପୋଥିକେସନ୍ ଚୁକ୍ତିପତ୍ର ଉପରେ ଲାଗୁଥିବା…
Read More...

ଏଥର ଇଥାନଲ୍ ଓ ପାଣିର ମିଶ୍ରଣରେ ଜଳିବ ଚୁଲା ।

ଏଥର ପାଣିରେ ଚାଲିବ ଚୁଲା , ହଁ ଆଜ୍ଞା ସାରା ଦେଶରେ ଏବେ ଗ୍ୟାସ ସଙ୍କଟ ଚାଲିଥିବାବେଳେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚମକାଇ ଦେଇପାରେ । ଏଣିକି ଖୁବଶୀଘ୍ର ରୋଷେଇ ଗ୍ୟାସର ବିକଳ୍ପ ଭାବେ ବଜାରକୁ ଆସିପାରେ ଏକ ଉନ୍ନତ ବୈପ୍ଲବୀ ବୈଷୟିକ ଜ୍ଞାନକୌଶଳ । ଯାହା ଦ୍ୱାରା ଏଥର କେବଳ…
Read More...

ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରୀମାନେ ଏକତ୍ରିତ

ଆଜି ନୂଆଦିଲ୍ଲୀରେ କ୍ୱାଡ୍ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଏକତ୍ରିତ ହୋଇଛନ୍ତି। ବୈଠକ ପରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ, ହର୍ମୁଜ୍ ପ୍ରଣାଳୀ ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି, "ଇରାନ ଦ୍ୱାରା ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବା, ଶକ୍ତି ସୁରକ୍ଷା ଉପରେ ସ୍ପଷ୍ଟ…
Read More...

ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧର ପ୍ରଭାବ ଏବେ ପଡିପାରେ ଇଣ୍ଟରନେଟ୍ ଉପରେ ।

ଜିଦରେ ଅଟଳ ରହିଛନ୍ତି ଇରାନ-ଆମେରିକା ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଲାଗି ରହିଛି ଅସ୍ଥିରତା । । ଦୁଇ ଦେଶ ମଧ୍ୟରେ କେବେ ଶାନ୍ତି ଫେରିବ ତାହା ଅନିଶ୍ଚିତତାରେ ରହିଛି । ଆମେରିକା ଏବଂ ଇରାନ ମଧ୍ୟରେ ସମ୍ପ୍ରତି ଯୁ୍ଦ୍ଧ ଯୋଗୁଁ ବିଶ୍ୱ ପ୍ରଭାବିତ ହୋଇଛି । ଭାରତ ସମେତ ବିଶ୍ୱର ଅନେକ ଦେଶରେ…
Read More...

କ୍ଷମତା ଗ୍ରହଣ କରିବା ପରେ କେନ୍ଦ୍ର ସରକାରଙ୍କୁ ପ୍ରଥମ ଥର ପାଇଁ ଟାର୍ଗେଟ୍ କରିଛନ୍ତି ବିଜୟ ।

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରୁ ଚାରିଆଡେ ପେଟ୍ରୋଲ ଓ ଡିଜେଲର ଅଭାବ ଦେଖିବାକୁ ମିଳୁଛି । ଯାହାକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୈତିକ ବୟାନବାଜି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ସିଧା ସିଧା ଟାର୍ଗେଟ୍ କରିଛନ୍ତି ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ । ରାଜ୍ୟରେ କ୍ଷମତା ଗ୍ରହଣ କରିବା ପରେ…
Read More...

ଗ୍ୟାସ ପେଟ୍ରୋଲକୁ ନେଇ ଦେଶରେ ସଙ୍କଟ ପଡିଥିବା ମଧ୍ୟରେ , ଗ୍ରାହକଙ୍କ ଉପରେ ଅତିରିକ୍ତ ବୋଝ ।

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବରେ ଏବେ ଦେଶରେ ଗ୍ୟାସ ଓ ପେଟ୍ରୋଲର ସଙ୍କଟ ଦେଖାଯାଇଛି । ଇରାନ ସହ ଶତ୍ରୁତା କରି ଆମେରିକା ଓ ଇସ୍ରାଏଲ ଦେଇଥିବା ଯୁଦ୍ଧଂ ଦେହି ଡାକରା ପ୍ରଭାବରେ ଏବେ ସାରା ଦେଶ ଜୁଝି ହେଉଛି । ଲଗାତାର ଯୁଦ୍ଧ ଚାଲିଥିବାରୁ ବିଶ୍ୱ ଏକ ଶକ୍ତି ସଙ୍କଟର ସମ୍ମୁଖୀନ…
Read More...

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧିର କାରଣ କ’ଣ?

ଦେଶରେ ଦୀର୍ଘ ସମୟ ଧରି ସ୍ଥିର ଥିବା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଶେଷରେ ବୃଦ୍ଧି ପାଇଛି। ସରକାରୀ ତେଲ କମ୍ପାନୀଗୁଡ଼ିକ ଶୁକ୍ରବାର ପ୍ରତି ଲିଟର ପିଛା ₹୩ ବୃଦ୍ଧି ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ନିରନ୍ତର…
Read More...