Browsing Category

ପ୍ରଯୁକ୍ତି ବିଦ୍ୟା

ଆପଣଙ୍କ ମୃତ୍ୟୁ ହେଲେ ଆପଣଙ୍କ ସୋସିଆଲ ମିଡିଆ ଆକାଉଣ୍ଟ କିଏ ଚଲାଇବ?

Facebook, Instagram, WhatsApp, LinkedIn, ଏବଂ Telegram ଭଳି ଡିଜିଟାଲ ସମ୍ପତ୍ତିଗୁଡ଼ିକ ବ୍ୟକ୍ତିଗତ ସଂସ୍ଥା। ପ୍ରଶ୍ନ ଉଠୁଛି ଆପଣଙ୍କ ମୃତ୍ୟୁ ହେଲେ ଆପଣଙ୍କ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକର କ’ଣ ହେବ? ଏହାକୁ କିଏ ଚଲାଇବ? ଆପଣଙ୍କ ସୋସିଆଲ ମିଡିଆ ଉତ୍ତରାଧିକାରୀ କିଏ ହେବେ। ଏହାକୁ…
Read More...

ଚୀନ୍ ପାଇଁ ଥିବା ମିଶାଇଲ୍ ଇରାନ୍ ଉପରେ ମାଡ

ଇରାନ ସହିତ 38 ଦିନର ଯୁଦ୍ଧରେ, ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ମହଙ୍ଗା ମିଶାଇଲ୍ ଖର୍ଚ୍ଚ କରିଛି ଆମେରିକା। ଯେଉଁଥିରେ ଚୀନ୍ ଭଳି ପ୍ରମୁଖ ଦେଶ ସହିତ ସମ୍ଭାବ୍ୟ ଯୁଦ୍ଧ ପାଇଁ, ସଂରକ୍ଷିତ ମିଶାଇଲ୍ ଗୁଡିକ ଅନ୍ତର୍ଭୁକ୍ତ ଥିଲା। ଏବେ ଆମେରିକାର ଅସ୍ତ୍ରାଗାର ଦ୍ରୁତ ଗତିରେ କ୍ଷୟ ହୋଉଛି।…
Read More...

ଅସୀମିତ ସ୍କ୍ରୋଲ୍ ଫିଚର ବନ୍ଦ !

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ, ଅସୀମିତ ସ୍କ୍ରୋଲ୍ ଫିଚରକୁ ବନ୍ଦ କରିବାକୁ କହିଛନ୍ତି । ଇନଷ୍ଟାଗ୍ରାମ ଏବଂ ଟିକଟକ୍ ଭଳି ପ୍ଲାଟଫର୍ମ ଯୁବକମାନଙ୍କ ମଧ୍ୟରେ ନିଶା ସୃଷ୍ଟି କରୁଛି । ଯାହା ଏକ ପ୍ରମୁଖ ସମସ୍ୟା ପାଲଟିଛି। ଷ୍ଟାରମର କହିଛନ୍ତି ଯେ,…
Read More...

ଜିଡିଟାଲେ ପେମେଣ୍ଟ କ୍ଷେତ୍ରରେ ଏପ୍ରିଲି ପହିଲାରୁ ହେବ ବଡ ପରିବର୍ତ୍ତନ ।

ଏପ୍ରିଲ୍ ମାସରୁ ଡିଜିଟାଲ ଟ୍ରାଞ୍ଜାକ୍‌ସନରେ ହେବାକୁ ଯାଉଛି ବଡ ପରିବର୍ତ୍ତନ । ଏହି ଦିନଠାରୁ ଡିଜିଟାଲ କାରବାରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ । ଏବେକା ଯୁଗରେ ଠକେଇ ପରିମାଣ ଦ୍ରୁତ ଗତିରେ ବଢି ଚାଲୁଥିବାବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାକୁ ରୋକିବା ପାଇଁ ନୂଆ ନିୟମ ଲାଗୁ କରିବାକୁ…
Read More...

ଆଖି ପିଛୁଳାକେ ଟାର୍ଗେଟକୁ ଧ୍ବଂସ କରିବ ହାଇପରସୋନିକ୍ ଗ୍ଲାଇଡ୍ କ୍ଷେପଣାସ୍ତ୍ର

ଡିଆରଡିଓର ଦୀର୍ଘ ଦୂରଗାମୀ ଆଣ୍ଟି-ସିପ୍ ହାଇପରସୋନିକ୍ ଗ୍ଲାଇଡ୍ କ୍ଷେପଣାସ୍ତ୍ର ଜାନୁଆରୀ 26 ତାରିଖରେ କାର୍ତ୍ତବ୍ୟପଥରେ 77ତମ ଗଣତନ୍ତ୍ର ଦିବସ ପରେଡରେ ପ୍ରଥମ ଥର ପାଇଁ ପ୍ରଦର୍ଶନ କରିବାକୁ ଯାଉଛି। LRAShM କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା 1,500 କିଲୋମିଟର ଏବଂ ଏହା ଭାରତ ମହାସାଗର…
Read More...

ଇସ୍ରୋର PSLV-C62 ମିଶନ୍ ଫେଲ୍

ଇସ୍ରୋର PSLV-C62 ମିଶନ୍ ଫେଲ୍ । ଇସ୍ରୋର PSLV-C62 ମିଶନର PS3 ଷ୍ଟେଜରେ ଅନିୟନ୍ତ୍ରିତ ହୋଇଥିବା ସୂଚନା ମିଳିଛି । ବୈଷୟିକ ତ୍ରୁଟି କାରଣରୁ କକ୍ଷପଥରେ ପହଁଞ୍ଚିପାରିଲାନି ଅନ୍ବେଷା । ତେବେ ମିଶନରେ କେଉଁଠି ତ୍ରୁଟି ରହିଲା ତାହାର ତର୍ଜମା କରୁଛି ଇସ୍ରୋ । ନିୟନ୍ତ୍ରଣ ହରାଇ ହେଲା ଦିଗହରା…
Read More...

ଦୁର୍ଘଟଣା ଏଡାଇବାକୁ ଗାଡିରେ ଲଗାଯିବ ସେନସର

ଦୁର୍ଘଟଣା ଏଡାଇବାକୁ ଗାଡିରେ ଲଗାଯିବ ସେନସର । ସମସ୍ତ ନୂଆ ଗାଡ଼ିରେ ଲଗାଯିବ ସେନସର । ଭାରତ ସରକାର 2026 ଶେଷ ସୁଦ୍ଧା ଯାନବାହନରୁ ଯାନବାହନ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ବ୍ୟବସ୍ଥା ଗାଡ଼ିଗୁଡ଼ିକୁ ନେଟୱାର୍କ ବିନା ସିଧାସଳଖ ପରସ୍ପର ସହିତ…
Read More...

ସରିଲା ଟେଷ୍ଟଡ୍ରାଇଭ, ଖୁବଶୀଘ୍ର ଚାଲିବ ଉଡନ୍ତା ଟ୍ୟାକ୍ସି

ବେଙ୍ଗାଲୁରୁ ସ୍ଥିତ ସାରଲା ଆଭିଏସନ୍ ଦ୍ୱାରା ବିକଶିତ ଅଧା-ସ୍କେଲ ଇଲେକ୍ଟ୍ରିକ୍ ଭର୍ଟିକାଲ୍ ଟେକ୍-ଅଫ୍ ଏବଂ ଲ୍ୟାଣ୍ଡିଂ ଡେମୋନଷ୍ଟ୍ରେଟର, SYLLA SYL-X1 ପାଇଁ ଭୂମି ପରୀକ୍ଷଣ ହୋଇଥିଲା। କମ୍ପାନୀର ବେଙ୍ଗାଲୁରୁ ପରୀକ୍ଷଣ ସୁବିଧାରେ ଭୂମି ପରୀକ୍ଷଣ କରାଯାଇଥିଲା। ଉଡ଼ନ୍ତା ଟ୍ୟାକ୍ସିର…
Read More...

ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ନେଇ ଯିବା ସମୟରେ ମଝି ଆକାଶରେ ଅଚଳ ହୋଇଗଲା ବିମାନର ଗୋଟିଏ ଇଞ୍ଜିନ୍

ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ନେଇ ଯିବା ସମୟରେ ମଝି ଆକାଶରେ ଅଚଳ ହୋଇଗଲା ବିମାନର ଗୋଟିଏ ଇଞ୍ଜିନ୍ । ପ୍ଲେନ୍ ସାରା ଖେଳିଗଲା ଭୟର ବାତାବରଣ । ସୂଚନା ଅନୁଯାୟୀ ଏୟାର ଇଣ୍ଡିଆର ବିମାନ ବୋଇଂ ୭୭୭ (Boeing ୭୭୭) ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଏହାର…
Read More...

ନୂଆବର୍ଷରୁ ପ୍ରତ୍ୟେକ ଟୋଲ୍ ପ୍ଲାଜାରେ ଲାଗିବ ହାଇ- ସ୍ପିଡ୍ କ୍ୟାମେରା

ରାଜପଥରେ ଗାଡି ଚଲାଉଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ନୂଆ ବର୍ଷରେ ସରକାର ଆଣିବାକୁ ଯାଉଛନ୍ତି ନୂଆ ନିୟମ । ଏଥର ଆଉ ସରକାରଙ୍କ ହାତରୁ ବର୍ତ୍ତି ପାରିବେନି ଅମାନିଆ ଗାଡ ଚାଳକ । ସରକାରଙ୍କ ଏହି ନୂଆ ଟୋଲ୍ ନିୟମରେ ନା ଟୋଲ୍ ପ୍ଲାଜାରେ ଅଟକିବାକୁ ପଡିବ, ନା ଜରିମାନାରୁ ବର୍ତ୍ତିପାରିବେ…
Read More...