Browsing Category
ଶିକ୍ଷା
ବାଣ୍ଟିଲେ ଶିକ୍ଷକ ଜୀବନର ଅନୁଭୂତି
ଗୁରୁଦିବସ ରେ ପ୍ରତିଶୃତି ଦେଲେ ମୁଖ୍ୟମନ୍ତ୍ରୀ ।୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ ।ଶିକ୍ଷକ ଜୀବନର ଅନୁଭୂତି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁଦିବସ କାର୍ଯ୍ୟକ୍ରମ ରେ ଯୋଗଦେଇ ପିଲାମାନଙ୍କ ସହିତ…
Read More...
Read More...
ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ସହ ଆଲୋଚନା
ଆଜି ହେଉଛି ପବିତ୍ର ଗୁରୁ ଦିବସ । ଗୁରୁ ହେଉଛନ୍ତି ସାକ୍ଷାତ ଈଶ୍ୱର । ଗୁରୁ ଆତ୍ମବିଶ୍ୱାସ ବଢେଇବାର ମାଧ୍ୟମ। ତେବେ ଆଜିର ପବିତ୍ର ଗୁରୁଦିବସ ରେ ବିଶ୍ଵଗୁରୁଙ୍କ ସହ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଏବଂ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ମାନଙ୍କ ସହ…
Read More...
Read More...
ବିଦେଶର ବିଶ୍ୱବିଦ୍ୟାଳୟରେ ପାଠପଢ଼ିବାର ସ୍ୱପ୍ନ ଦେଖୁଥିବା ଓଡ଼ିଶାର ପଛୁଆବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଖୁସି…
ବିଦେଶର ବିଶ୍ୱବିଦ୍ୟାଳୟରେ ପାଠପଢ଼ିବାର ସ୍ୱପ୍ନ ଦେଖୁଥିବା ଓଡ଼ିଶାର ପଛୁଆବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ବିଦେଶରେ ଉଚ୍ଚଶିକ୍ଷା ପାଇଁ ଅର୍ଥ ଅଭାବ ଯେପରି ଛାତ୍ରଛାତ୍ରୀଙ୍କ ସ୍ୱପ୍ନରେ ବାଧା ନହୁଏ, ସେଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ବିଦେଶ ଶିକ୍ଷାବୃତ୍ତି’…
Read More...
Read More...
ଆଶାୟୀ ଶିକ୍ଷକଙ୍କ ଆନ୍ଦୋଳନକୁ ଛାତ୍ର କଂଗ୍ରେସର ସମର୍ଥନ
ଲୋୟର ପିଏମ୍ଜି, ଭୁବନେଶ୍ୱରରେ ଆଶାୟୀ ଶିକ୍ଷକ ସଂଘ ପକ୍ଷରୁ ଚାଲିଥିବା ଧାରଣା ଓ ଆନ୍ଦୋଳନକୁ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସମର୍ଥନ ଜଣାଇଛି। ଏହି ଅବସରରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ବିଭୂତି ଭୂଷଣ ମହାପାତ୍ର ଆନ୍ଦୋଳନସ୍ଥଳରେ ପହଞ୍ଚି ଆଶାୟୀ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ।…
Read More...
Read More...
80 ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି।
୮୦ତମ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀଙ୍କ ପାଇଁ ଏକାଧିକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହିଳାଙ୍କଠାରୁ ଆରମ୍ଭ କରି ବୃଦ୍ଧ, ଭିନ୍ନକ୍ଷମ ଓ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗକୁ ନଜରରେ ରଖି ସରକାର ନେଇଛନ୍ତି ଏହି ଘୋଷଣା। ବିଶେଷ କରି ସୁଭଦ୍ରା…
Read More...
Read More...
ଯୁବପିଢିଙ୍କୁ ଦିଆଯିବ ଏଆଇ ଦକ୍ଷତା ତାଲିମ କହିଲେ ପ୍ରଧାନମନ୍ତ୍ରୀ
ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେଉଁ ନିର୍ମାଣ ବା ଉଦ୍ୟୋଗ କେତେ ଗୁଣା ଉନ୍ନତି ହୋଇଛି ଦେଲେ ହିସାବ । ୨୦୧୪ରୁ ୨୦୨୬ ମଧ୍ୟରେ ପ୍ରତିରକ୍ଷା ଉତ୍ପାଦନ ପ୍ରାୟ ଚାରି ଗୁଣା, ଖଦି ଏବଂ ଗ୍ରାମୋଦ୍ୟୋଗ ଉତ୍ପାଦନ ପ୍ରାୟ ପାଞ୍ଚ ଗୁଣା ହୋଇଥିବାବେଳେ…
Read More...
Read More...
ଗଜପତି ଜିଲ୍ଲାରେ ‘TEJAS’ ଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭାରତ ସରକାରଙ୍କ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (DPIIT), ଷ୍ଟାର୍ଟଅପ୍ ଓଡ଼ିଶା ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ‘TEJAS’ (Transforming Entrepreneurial Journeys Across States & Districts) ଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ଆଜି ସେଞ୍ଚୁରୀୟନ୍…
Read More...
Read More...
ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି ରାଗିଂ ଭିଡିଓ
ପୁଣି ଏକ ଛାତ୍ରବାସ ର କରୁଣ ଚିତ୍ର ସାମ୍ନାକୁ ଆସିଛି, ଦଶମ ଶ୍ରେଣୀଛାତ୍ରଙ୍କ ଦ୍ୱାର କିଭଳି ନଡ଼ିଆ ବାହୁଙ୍ଗା ରେ ସପ୍ତମ ଅଷ୍ଟମ ଏବଂ ନବମ ଶ୍ରେଣୀର କୋମଳମତି ଶିଶୁ ଙ୍କୁ ନିର୍ଘାତ ପ୍ରହାର କରାଯାଉଥିବା ଚିତ୍ର ଏବେ ଏ ମୋବାଇଲ ରୁ ସେ ମୋବାଇଲ କୁ ଘୁରି ବୁଲୁଚି । ଏବେ ଏହି ଘଟଣା ଘର ଛାଡି…
Read More...
Read More...
ସ୍କୁଲ ସମୟରେ ବଜାରରେ ବୁଲୁଛନ୍ତି ଶିକ୍ଷକ : ନିରବ ଶିକ୍ଷା ବିଭାଗ
ରାଇଘର: ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ଯୋଡିଙ୍ଗା ପଞ୍ଚାୟତ ବୋରଗା ଶିକ୍ଷକଙ୍କ ଚେତା ପଶୁନାହିଁ । ବୋରଗା ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀ(ବୁଲୁ ପାଣିଗ୍ରାହୀ)ଙ୍କ ଅନୁପସ୍ଥିତିକୁ ନେଇ ଚଳିତ ଅନେକ ଖବରକାଗଜରେ ଖବର ପ୍ରକାଶ ପାଇଥିଲା। ତେବେ ଖବର…
Read More...
Read More...
ଜିଲ୍ଲାସ୍ତରୀୟ A1 ଗ୍ରେଡଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ଖୋର୍ଦ୍ଧାଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟଙ୍କ ମିଳିତ ପ୍ରୟାସରେ A1 ଗ୍ରେଡ୍ ପ୍ରାପ୍ତ କୃତୀ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବ । ଏହା ସହ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କ ବାର୍ଷିକ ସମ୍ମିଳନୀ, "ଶ୍ରେଷ୍ଠତା ସମ୍ମିଳନୀ : ୨୦୨୬" ମହାଆଡମ୍ବର ସହକାରେ ଜଟଣୀ ସ୍ଥିତ…
Read More...
Read More...