Browsing Tag

Hockey

ପୁଲିସ ବାହିନୀରେ ଦଳଗତ ଭାବନା ଓ ଶୃଙ୍ଖଳା ବଢ଼ାଇପାରେ ହକି: ଆଇଜି ସତ୍ୟଜିତ ନାୟକ

ଭୁବନେଶ୍ୱର: ଓଡ଼ିଶା ସହ ହକିର ଗଭୀର ସମ୍ପର୍କ ରହିଥିବା ବେଳେ ଏହି ଖେଳର ଶୃଙ୍ଖଳା, ଦଳଗତ ଭାବନା, ସହଯୋଗ ଓ ଧୈର୍ଯ୍ୟ ଭଳି ଗୁଣ ପୁଲିସ କର୍ମଚାରୀଙ୍କ ବୃତ୍ତିଗତ ଦକ୍ଷତାକୁ ସୁଦୃଢ଼ କରିପାରେ ବୋଲି କହିଛନ୍ତି ସେଣ୍ଟ୍ରାଲ ରେଞ୍ଜ ଆଇଜି ଡଃ ସତ୍ୟଜିତ ନାୟକ। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୭୬ତମ…
Read More...

ପୁରୁଷ ହକି ଦଳ ବିଶ୍ୱ ବିଜେତା ମୁକୁଟ ପିନ୍ଧିଛି ଜର୍ମାନୀ

ବେଲଜିୟମର ୱାଭ୍ରେର ବେଲଫିୟସ୍ ହକି ଆରେନାରେ ସ୍ପେନ୍‌କୁ ପରାସ୍ତ କରି ଜର୍ମାନୀର ପୁରୁଷ ହକି ଦଳ ବିଶ୍ୱ ବିଜେତା ମୁକୁଟ ପିନ୍ଧିଛି। ସେମାନେ ଇତିହାସରେ ଦ୍ୱିତୀୟ ଥର ପାଇଁ ସଫଳତାର ସହ ସେମାନଙ୍କର ବିଶ୍ୱକପ୍ ମୁକୁଟ ରକ୍ଷା କରିଥିଲେ ଏବଂ ଚାରି ଥର ଟାଇଟଲ ଜିତିବାରେ ପାକିସ୍ତାନ ପରେ କେବଳ…
Read More...

ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଅବସରରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ

ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସିଂଢ଼ୋଲ୍ ଗ୍ରାମ ପଞ୍ଚାୟତର ଦକ୍ଷିଣପାଲି ଗ୍ରାମରେ ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଉଭୟ ପୁରୁଷ ଓ ମହିଳା ହକି ଦଳ ମାନଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ହକି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁତ୍ବପୂର୍ଣ୍ଣ ହକି…
Read More...

ଓଡ଼ିଶା ପୁଲିସର ମହିଳା ଦଳ ବିଏସ୍‌ଏଫ୍‌କୁ ଏକତରଫା ଭାବେ ୧୧-୦ରେ ପରାସ୍ତ କରିଛି

ଭୁବନେଶ୍ୱର-: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତାର ମହିଳା ବର୍ଗରେ ଶନିବାର ଆୟୋଜକ ଓଡ଼ିଶା ପୁଲିସ ମହିଳା ଦଳ ବୃହତ୍ ବିଜୟ ହାସଲ କରିବା ସହ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ପୂର୍ବାହ୍ନରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ପୁଲିସର ମହିଳା…
Read More...

ବଦଲା ନେଲା ପୁରୁଷ ହକି ଦଳ : ବାଜି ମାରିନେଲା ଇଣ୍ଡିଆ

ଭୁବନେଶ୍ୱର:  କଳିଙ୍ଗ ଷ୍ଟାଡିୟମରେ ହକି କ୍ରେଜ । ଚାଲିଛି ଏଫଆଇଏଚ୍ ହକୀ ପ୍ରୋ ଲିଗ୍ ୨୦୨୪-୨୫ ମହାସମର । ଶନିବାରର ବଦଲା ରବିବାର ନେଲା ପୁରୁଷ ହକି ଦଳ । ଦୁଇ ଗୋଲ କରି ବାଜି ମାରିନେଲା ଇଣ୍ଡିଆ । ୧୫ମିନିଟ ଲେଖାଏଁ ଚାରୋଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ତୃତୀୟ ରାଉଣ୍ଡରେ ଦୁଇଟି ଗୋଲ…
Read More...

ହିରୋ ହକି ଇଣ୍ଡିଆ ଲିଗ୍ ମ୍ୟାଚକୁ ଦେଖିବାକୁ ଆବଶ୍ୟକତା ନାହିଁ ପାସ୍ ଓ ଟିକେଟର

ରାଉରକେଲା: ହକି ପ୍ରେମୀଙ୍କ ପାଇଁ ଖୁସି ଖବର । ହିରୋ ହକି ଇଣ୍ଡିଆ ଲିଗ୍ ୨୦୨୪ମ୍ୟାଚକୁ ଦେଖିବାକୁ ପାସ୍ ଓ ଟିକେଟର ଆବଶ୍ୟକତା ନାହିଁ । ଏନେଇ ସୂଚନା ଦେଇଛନ୍ତି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲୀପ ତିର୍କୀ । ଏଥର ଦର୍ଶକ ସିଧାସଳଖ ଷ୍ଟାଡିୟମ ଭିତରକୁ ପ୍ରବେଶ କରି ପାରିବେ ।…
Read More...

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆଜି ଠାରୁ ଆରମ୍ଭ ହେବ  ହକି ଲିଗ୍

ରାଉରକେଲା:  ଆଜିଠାରୁ ହକି ଇଣ୍ଡିଆ ଲିଗ୍‌ର ବହୁ ପ୍ରତିକ୍ଷୀତ ଐତିହାସିକ ପ୍ରତ୍ୟାବର୍ତ୍ତନ ଘଟିବାକୁ ଯାଉଛି। ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଶନିବାରଠାରୁ ଆରମ୍ଭ ହେବ ଏହି ଲିଗ୍‌। ଟିମ୍ ଗୋନାସିକ ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ‌ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବ।…
Read More...

ଫାଇନାଲରେ ଭାରିତୀୟ ହକି ଦଳ: ଚୀନ ସହ ହେବ ଲଢେଇ

ଏସିଆନ ଚାମ୍ପିଅନ୍ସ ଟ୍ରଫି ୨୦୨୪ର ଫାଇନାଲରେ ଭାରତୀୟ ହକି ଟିମ୍‌ । ସାଉଥ କୋରିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ । ସାଉଥ କୋରିଆକୁ ୪-୧ରେ ହରାଇଛି ଭାରତ । ଏବେ ଭାରତ ଫାଇନାଲରେ ଚୀନକୁ ସାମ୍ନା କରିବ । ସେପଟେ ଚୀନ ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଛି । ଭାରତ ଏହି…
Read More...

୨-୧ରେ ପାକିସ୍ତାନକୁ ପରାସ୍ତ କରି ଅପରାଜେୟ ଧାରା ଜାରି ରଖିଛି ଭାରତ

ନୂଆଦିଲ୍ଲୀ:  ଭାରତର ଦମଦାର ବିଜୟ । ପାକିସ୍ତାନକୁ ପରାସ୍ତ କଲା ହକି ଟିମ୍ । ପାକିସ୍ତାନକୁ ପରାସ୍ତ କରି ଅପରାଜେୟ ଧାରା ଜାରି ରଖିଛି ଭାରତ । ଚୀନରେ ଚାଲିଥିବା ଏସିଆନ ଚାମ୍ପିଅନ୍ସରେ ଭାରତୀୟ ହକି ଟିମର ବିଜୟ ଧାରା ଜାରି ରହିଛି । ଆଜି ପାକିସ୍ତାନକୁ ୨-୧ରେ ପରାସ୍ତ କରିଛି ଭାରତ । ଦଳ…
Read More...

ହକି ହିରୋଙ୍କୁ ଜୋରଦାର ସ୍ୱାଗତ

ଭୁବନେଶ୍ୱର: ହକି ହିରୋଙ୍କୁ ଜୋରଦାର ସ୍ୱାଗତ । ଭୁବନେଶ୍ୱରରେ ପହଞ୍ଚିଲେ ପ୍ୟାରିସ୍ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍ । ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରୋଡ଼ ସୋ’ କରି ବିମାନ ବନ୍ଦର ଠାରୁ କଳିଙ୍ଗ…
Read More...