Browsing Category

ଦେଶ ବିଦେଶ

ତୁକାରାମ ମୁଢ଼େଙ୍କ ବଡ଼ ଆକ୍ସନ: ବଡ଼ ନଖ ରଖିଲେ କାର୍ଯ୍ୟାନୁଷ୍ଠାନ…

ବଡ଼ ନଖ ରଖିଲେ ହେବ କାର୍ଯ୍ୟାନୁଷ୍ଠାନ। ସିଲ୍ ହୋଇପାରେ ହୋଟେଲ। IAS ତୁକାରାମ ମୁଢ଼େଙ୍କ ଆଉ ଏକ ନିୟମ ଏବେ ମହାରାଷ୍ଟ୍ରରେ ଚର୍ଚ୍ଚାର ବିଷୟ ପାଲଟିଛି। IAS ତୁକାରାମ ମୁଢ଼େଙ୍କ ନିୟମରେ  ଡରରେ ଥରିଲେଣି ଛୋଟ ଦୋକାନୀଠାରୁ ବଡ଼ ରେଷ୍ଟୁରାଣ୍ଟର ମାଲିକ। କେତେବେଳେ କାହାର ପାଳି ପଡ଼ିବ ତାକୁ ନେଇ…
Read More...

ଯୋଗଗୁରୁ ରାମ ଦେବଙ୍କ ଅନୁଗତ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି…

ଯୋଗଗୁରୁ ରାମ ଦେବଙ୍କ ଅନୁଗତ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ମିଳିଛି  ବଡ଼ ଆଶ୍ୱସ୍ତି। ପତଞ୍ଜଳି ଯୋଗପୀଠର ସାଧାରଣ ସମ୍ପାଦକ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ମିଳିଛି କ୍ଲିନଚିଟ୍। ଗୋଟିଏ ଜାଲିଆତି ମାମଲାରେ ଏହି  କ୍ଲିନଚିଟ୍ ମିଳିଛି। ଡେରାଡୁନର ସିବିଆଇ କୋର୍ଟ ତାଙ୍କୁ ୧୫ ବର୍ଷ ପୁରୁଣା ଦସ୍ତାବିଜ…
Read More...

ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଲେ ଜୋହେରି ମୋଲା

ମିସ୍ ୱାର୍ଲ୍ଡ 2026 ଭିଏତନାମରେ ଶେଷ ହୋଇଛି, ଡୋମିନିକାନ୍ ରିପବ୍ଲିକର ଜୋହେରି ମୋଲା ବିଜେତା ଭାବରେ ଉଭା ହୋଇଛନ୍ତି। ଥାଇଲ୍ୟାଣ୍ଡର ରାଜତ୍ୱ କରୁଥିବା ମିସ୍ ୱାର୍ଲ୍ଡ ଓପାଲ ସୁଚାତା ଚୁଆଙ୍ଗସ୍ରି ତାଙ୍କ ଉତ୍ତରାଧିକାରୀଙ୍କୁ ମୁକୁଟ ପିନ୍ଧାଇଛନ୍ତି। ସ୍ପେନର ଏଲିଜାବେଥ୍ ରେନ୍ସଙ୍କୁ ପ୍ରଥମ…
Read More...

ଭୂମିକମ୍ପରେ ଥରିଲା ଆସାମ

ଭୂମି କମ୍ପରେ ଥରିଲା ଆସାମ । ଆଜି ସକାଳ ୯ଟା୫୭ ସମୟରେ ରାଜ୍ୟର ଅନେକ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ଅନୁଭୂତ ହେବା ପରେ ଭୟରେ ଲୋକ ଘରୁ ବାହାରି ଆସିଥିଲେ । ରିକ୍ଟର ସ୍କେଲରେ ଏହାର ତବ୍ରତା ୪.୧ ବୋଲି ଜଣା ପଡିଛି । ଗୌହାଟି ସମେତ ଅନେକ ସହରରେ ଝଟକା । ତେବେ ଏହା…
Read More...

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ

ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ନିଜର ଦଳ ଘୋଷଣା କରିଛି। ଅଷ୍ଟ୍ରେଲିଆ ଦଳ ବର୍ଷ ୨୦୧୮ ପରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଏହି ଗସ୍ତ ସମୟରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅକ୍ଟୋବର ମାସରେ ତିନି ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ…
Read More...

କେଭିନ୍ ପିଟରସନ୍ ଇଂଲଣ୍ଡ କ୍ରିକେଟ୍ ବୋର୍ଡର ବିଶେଷ ପରାମର୍ଶଦାତା ଭାବେ ନିଯୁକ୍ତ…

ଇଂଲଣ୍ଡ କ୍ରିକେଟ୍ ବୋର୍ଡ ପୂର୍ବତନ କ୍ରିକେଟର କେଭିନ୍‌ ପିଟରସନ୍‌ଙ୍କୁ ଦେଲା ଗୁରୁ ଦାଇତ୍ୱ । ପିଟରସନ୍‌ଙ୍କୁ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଦିନିକିଆ ଏବଂ ଟି୨୦ ଦଳର ବିଶେଷ ପରାମର୍ଶଦାତା ଭାବେ ନିଯୁକ୍ତ କରିଛି। ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନଜରରେ ରଖି ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଏହି…
Read More...

ହାଫ୍ ମାରାଥନ୍‌ରେ ଅବସରପ୍ରାପ୍ତ ବୈଜ୍ଞାନିକଙ୍କ ମୃତ୍ୟୁ

ମହାରାଷ୍ଟ୍ରର ସାତାରା ଜିଲ୍ଲାରେ ହାଫ୍ ମାରାଥନ୍‌ରେ  ଦୌଡ଼ୁଥିବା ବେଳେ ହୃଦ୍‌ଘାତରେ ୬୫ ବର୍ଷୀୟ ଅବସରପ୍ରାପ୍ତ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି। ମୃତକ ସଞ୍ଜୟ କଦମ ପୁଣେର ବାସିନ୍ଦା ଥିଲେ। ସେ ସେଣ୍ଟର ଫର୍ ଡେଭେଲପମେଣ୍ଟ ଅଫ୍ ଆଡଭାନ୍ସଡ୍ କମ୍ପ୍ୟୁଟିଂ (ସି-ଡାକ୍‌)ରେ କାର୍ଯ୍ୟ କରି ଅବସର…
Read More...

ନିଜ ହାତରେ ବଦଳାଇଲେ ନଦୀର ଚିତ୍ର

ମଧ୍ୟ ପ୍ରଦେଶର ଜଣେ 20 ବର୍ଷୀୟ ଯୁବକ ପ୍ରଦୂଷିତ ଅଜନର ନଦୀକୁ ସଫା କରିବାର ଦାୟିତ୍ୱ ନେବା ପରେ ଏବେ ଚର୍ଚ୍ଚାରେ ଅଛନ୍ତି। ବିଟ୍ଟୁ, ଯାହାଙ୍କୁ ବିଟ୍ଟୁ ତବାହୀ ନାମରେ ମଧ୍ୟ ଜଣାଶୁଣା, ଜଳ ପ୍ରଦୂଷଣ ମୁକାବିଲା ପାଇଁ ତାଙ୍କ ପ୍ରୟାସର ଏକ ଅଂଶ ଭାବରେ ନଦୀ ଏବଂ ସାର୍ବଜନୀନ ସ୍ଥାନରୁ…
Read More...

କୋଠା ଭୁଶୁଡ଼ିବା ଘଟଣାରେ ୭କୁ ବଢିଛି ମୃତ୍ୟୁ ସଂଖ୍ୟା…

ଦିଲ୍ଲୀର ସତ୍ୟ ନିକେତନରେ ୬ ମହଲା କୋଠା ଭୁଶୁଡ଼ିବା ଘଟଣାରେ ୭କୁ ବଢିଛି ମୃତ୍ୟୁ ସଂଖ୍ୟା । ମୃତକଙ୍କ ମଧ୍ୟ ଛାତ୍ର ଓ ଶ୍ରମିକ ରହିଥିବା ସୂଚନା ମିଳିଛି। ଧ୍ବଂସସ୍ତୂପ ତଳେ ଏକାଧିକ ଲୋକ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି । ସଂକଟାପନ୍ନଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । DDMA,…
Read More...

ପୋଖରୀ ଭିତରେ ଲୁଚିଥିଲା କୁଖ୍ୟାତ ଅପରାଧୀ,ପାଣିକୁ ଘୋଷାଡ଼ି ଆଣିଲା ପୋଲିସ

ପୋଲିସକୁ ଚକମା ଦେବା ପାଇଁ ରଚିଥିଲା ଚକ୍ରବ୍ୟୁହ। ଦଳଭର୍ତ୍ତି  ପୋଖରୀ ଭିତରେ ଲୁଚିଥିଲା କୁଖ୍ୟାତ ଅପରାଧୀ। ପାଣିକୁ ଘୋଷାଡ଼ି ଆଣିଲା ପୋଲିସ। କର୍ଣ୍ଣାଟକ ଶିବମୋଗା ଜିଲ୍ଲାରେ  ଘଟିଛି ଏହି ଘଟଣା।ସୂଚନା ଅନୁଯାୟୀ, ୧୯ ବର୍ଷୀୟ ଦିଲୀପ ଓରଫ (କରିଆ) ବିରୋଧରେ ହତ୍ୟା ଉଦ୍ୟମ ଭଳି ଗୁରୁତର ଅଭିଯୋଗ…
Read More...