ଶିକ୍ଷକଙ୍କ ଦ୍ୱାରା ନାବାଳିକା ଛାତ୍ରୀ ଦୁର୍ଷ୍କମ ଶିକାର

(ଜୟନ୍ତ କମୁାର ସେଠୀ/ଗୋପ ) : ପୁଣି ଗୁରୁ – ଶିକ୍ଷକ ସମ୍ପର୍କରେ ଲାଗିଲା ଛିଟା । ପୁଣି ଏକ ଛାତ୍ର ଶିକ୍ଷକଙ୍କ ଦ୍ୱାରା ଦୁର୍ଷ୍କମ  ଶିକାର ହୋଇଛନ୍ତି । ଏପରି ଏକ ଘଟଣା ଘଟିଛି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ର ଜଅଂରା ପ୍ରଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ଛାତ୍ରୀ ଙ୍କୁ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳାତ୍କାର କରିଥିବାର ଅଭିଯୋଗ ହୋଇଛି । ଗ୍ରାମ ର ଲୋକେ ଖବର ପାଇଁ ପ୍ରଧାନ ଶିକ୍ଷକ ନବଘନ ସେଠୀ ଙ୍କୁ ନିସ୍ତୁକ ମାଡ଼ ମାରି ସ୍କୁଲ ଗୃହରେ ତାଲା ପକାଇଥିଲେ। ନିମାପଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ଶିକ୍ଷକ ଙ୍କୁ ଉଦ୍ଧାର କରି ଥାନାରେ ତଦନ୍ତ ଚଳାଇଛି।