ରଣେନ୍ଦ୍ର ପ୍ରତାପ ଟିକେଟ ପାଇବା ପରେ ବିଜେଡିରେ ଖୁସିର ଲହରୀ

( ଆଠଗଡ /ବିରୁପାକ୍ଷ ପ୍ରଧାନ): ରଣେନ୍ଦ୍ର ପ୍ରତାପ ସ୍ବାଇଁ ଟିକେଟ ପାଇବା ପରେ ଆଠଗଡ ବିଜେଡିରେ ଖୁସିର ଲହରୀ। ଆଜି ଆଠଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ଟିକେଟ ଘୋଷଣା ପରେ ଆଠଗଡରେ ଥିବା ବିଜୁ ଜନତା ଦଳର କାର୍ୟ୍ୟାଳୟ ଆଗରେ ରଣେନ୍ଦ୍ରଙ୍କ ସମର୍ଥକମାନେ ନାରାବାଜି ଦେବା ସହ ବାଣ ଫୁଟାଇ ଖୁସି ମନାଉଛନ୍ତି ।