ଲଣ୍ଡନ: ଲଣ୍ଡନର ବ୍ରିଟ ଆୱାର୍ଡ ୨୦୨୧ ପ୍ରଦାନ କରାଯାଇଛି । ଏହି ପୁରସ୍କାର ପର୍ଯ୍ୟାୟରେ ମୁଖ୍ୟଆକର୍ଷଣ ଥିଲେ ଗାୟିକା ଡୁଆ ଲିପ୍ସା । ଡୁଆ ବ୍ରିଟିଶ ମହିଳ।। ଏକକ କଳାକାର ପୁରସ୍କାର ପାଇବାର ଗୌରବ ହାସଲ କରିଛନ୍ତି । ସେହିପରି ବ୍ରିଟିଶ ହାସ୍ୟ ଅଭିନେତା ଜ୍ୟାକ୍ ଡ୍ୱାଇଟହଲ ଏହି ସୋର ଆୟୋଜନ କରିଥିଲେ । ଏହି ପୁରସ୍କାର ହାସଲ କରିବା ପରେ ଡୁଲା ପ୍ରଧାନମନ୍ତ୍ରୀ ବୋରିସ ଜନସହଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଆମେ ଆଗଧାଡି ପାଇଁ ଉଚିତ ବେତନକୁ ସମର୍ଥନ କରୁଛୁ ।
ଏହି ପରୁସ୍କାର ବିତରଣ ଉତ୍ସବରେ ଆମେରିକୀୟ ଗାୟିକା ଟେଲର ସ୍ୱିଫ୍ଟଙ୍କୁ ବ୍ରିଟ ପୁରସ୍କାର ୨୦୨୧ ଗ୍ଲେ।ବାଲ ଆଇକନ କ୍ରାଉନ ଦିଆଯାଇଛି । ସେ ଏହି ପୁରସ୍କାର ହାସଲ କରିବାରେ ହେଉଛନ୍ତି ପ୍ରଥମ ମହିଳା ବିଜେତା ।