(ସତ୍ୟନାରାୟଣ ପାଲ / ରାଇରଙ୍ଗପୁର) ; ଗୋରୁମହିଷାଣୀ ଥାନା ଅନ୍ତ୍ରର୍ଗତ ଗୁହାଳଡାଙ୍ଗିରୀ ପଞ୍ଚାୟତର ଚିତୁକୁବାଦୀ ଗ୍ରାମର କୁନା ମୁଣ୍ଡାରୀ ଜଣେ ନାବାଳିକାକୁ ବିବାହ କରିଥିଲେ ।ଏବଂ ସେ ୪ ମାସର ଗର୍ଭବତୀ ମଧ୍ୟ ଅଛନ୍ତି । କିନ୍ତୁ କୁନା ମୁଣ୍ଡାରି ନ୍ଖକ୍ସ ପତ୍ନିକୁନ ଯøତୁକ ନିର୍ଯାତନା ଦଉଥିବା ପରିବାର ଲୋକେ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗକୁ ଭିତ୍ତି କରି ୮୮/୧୧ ମାମଲା ରୁଜ୍ଜୁ କରିବା ସହ ପୋଲିସ କୁନାକୁ ଗିରଫ କରିଛନ୍ତି ।