(ଆଦର୍ଶ ରାଉତ) : ଆଗକୁ ଆସୁଛି ହକି ବିଶ୍ୱ କପ୍ ସେଥିପାଇଁ ୧୦ ଦିନ ହେବ କଳିଙ୍ଗ ଷ୍ଟାଡିୟମ ରେ ଅଭ୍ୟାସ କରୁଛନ୍ତି ଭାରତୀୟ ହକି ଦଳ । ଏ ନେଇ ଅଧିନାୟକ ଶ୍ରୀଯେଶ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି କି ଭାରତୀୟ ଖେଳାଳିମାନେ ନିଜକୁ ପଡିଆସହ ଖାପ ଖୁଆଇ ନିଜକୁ ଅଭ୍ୟସ୍ଥ କରିସାରିଲେଣି । ସେମାନେ ଆଗକୁ ଥିବା ହକିକୁ ସାମ୍ନା କରିପାରିବେ ତାସହ ଖେଳ ପାଇଁ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଲାଣି ।