ଭୁବନେଶ୍ୱର:ଗ୍ୟାଙ୍ଗଷ୍ଟାର ଗୁଡ଼ୁ ମୁସଲିମ ଓଡିଶା ଲିଙ୍କ ପ୍ରସଙ୍ଗ l ଡିଜି କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ ବୈଠକ l ପୋଲିସ ଡିଜି ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ l ବୈଠକରେ ଆଇନଶୃଖଳା ଏଡିଜିଙ୍କ ସହ ଆଉ କିଛି ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ କ୍ଷ ଗ୍ୟାଙ୍ଗଷ୍ଟାର୍ ଗୁଡ଼ୁ ମୁସଲିମର ଓଡ଼ିଶା ଲିଙ୍କ ଘଟଣା l ଉତ୍ତରଞ୍ଚଳ ଆଇଜି ଦୀପକ କୁମାର ଙ୍କ ସୂଚନା କ୍ଷ ଗତକାଲି ୟୁପି ଏସଟିଏଫ ଏକ ଟିମ ବଡ଼ଗଡ଼ ସୋହେଲା ଆସିଥିଲା କ୍ଷ ଗତକାଲି ରାଜାଖାନ ଙ୍କୁ ପଚରାଉଚରା କରିଛନ୍ତିl ସୋହେଲା ରେ ତାର ବ୍ୟବସାୟ ରହିଛି l ରାଜା ଖାନ ଘର ଛତିଶଗଡ ମହାସମୁନ୍ଦ ଜିଲ୍ଲାରେ l ସେଥିପାଇଁ ରାଜା ସୋହେଲା ଆସିଥିଲା କ୍ଷ ସ୍ଥାନିୟ ପୋଲିସ ସହଯୋଗରେ ହୋଇଥିଲା ପଚରାଉଚାର ହୋଇଥିଲା କ୍ଷ ରାଜା ଖାନ ର ଅନେକ ଅପରାଧିକ ମାମଲା ରହିଛିl