(ଆଦର୍ଶ ରାଉତ ): ବାତ୍ୟା ତିତଲି ପରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା । ଏହା ଫଳରେ ନଦୀରେ ଭାସିଯାଇ, କାନ୍ଥଭୁଷୁଡି, ଗୁମ୍ପାଭିତରେ ରହିଥିବା ବେଳେ ପଥର ଧସି ରାଜ୍ୟରେ ବ୍ୟାପକ ଧନଜୀବନ ହାନୀ ଘଟିଥିବା ବେଳେ ଏନେଇ ସରକାରୀ ସ୍ତରରେ କୌଣସି ଘୋଷଣା ହୋଇନାହିଁ । ସାଧାରଣ ଜନତା ହନ୍ତସନ୍ତ ହେଉଥିବା ବେଳେ ଏବେବି ସରକାରୀ ଅଫିସର, ମନ୍ତ୍ରୀ ମାନେ କେବଳ ଜିରୋ କାଜୁଆଲିଟି କଥା କହି ବାହାବା ମାରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ତାର କଡା ଜବାବ ରଖିଛନ୍ତି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ତାହାଲେ କଣ କହିଛନ୍ତି ଆଶନ୍ତୁ ଶୁଣିବା ।