(ସୌମ୍ୟ ରଂଜନ ସେଠୀ) : ବଲାଙ୍ଗୀରି ରେ ଥିବା ସରକାରୀ ଭେଷଜ ମହାବିଦ୍ୟାଳୟ ର ନାମ ପରିବର୍ତନ କରି ରଖାଯିବ ଭୀମଭୋଇ ମେଡିକାଲ କଲେଜ । ଏହି କଲେଜ କୁ ଗତ କାଲି ଉଦଘାଟନ କରିବେ ମୂଖ୍ୟମନ୍ତ୍ରୀ ନବୀନ ପତ୍ତନାୟକ । ବହୁଦିନ ହେବ ଭୀମଭୋଇ ଙ୍କ ନାମ ରେ କଲେଜ ହେଉ ବୋଲି ଦାବି କରିଆସୁଥିଲେ ସ୍ଥାନିୟ ବାସିନ୍ଦା । ପଶ୍ଚିମ ଓଡିଶା ରେ ବୁର୍ଲା ମେଡିକାଲ କଲେଜ ପରେ ପରେ ଏହା ହେଉଛି ଦିତୀୟ ମେଡିକାଲ କଲେଜ ।