Browsing Tag

balangri

ନାବାଳକଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

(ମମତା ସାମଲ): ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଅଞ୍ଚଳରେ ଜଣେ ନାବାଳକର ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହଟିକୁ ବାଲିରେ ପୋତା ଯାଇଥିଲା। ମୃତ ନାବାଳକ ନାମ ଘନଶ୍ୟାନ ରଣା ବୋଲି ଜଣାପଡିଛି । ଗତ ୧୩ ତାରିଖରୁ ଘନଶ୍ୟାନ ନିଖୋଜ ଥିଲେ। ଏନେଇ ପରିବାର ଲୋକେ ଥାନାରେ ମଧ୍ୟ ଅଭିଯୋଗ…
Read More...

ଅଗ୍ନିଶମ କର୍ମଚାରୀଙ୍କ ୬ ଦଫା ଦାବି ନେଇ ଆନ୍ଦୋଳନ ଜାରି

(ନରୋତ୍ତମ ପଣ୍ଡା): ଆଜିକୁ ତିନି ଦିନ ହେବ ବାଲଙ୍ଗିର ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି । ସେମାନଙ୍କ ମୁଖ୍ୟ ଦାବି ଗୁଡିକ ହେଲା ସେମାନଙ୍କ ମୁଖ୍ୟ ଦାବି ଗୁଡିକ ହେଲା ଓଡିଶା ପୋଲିସ କର୍ମଚାରୀମାନଙ୍କ ସହିତ ସମାନ ଦରମା, ଭତ୍ତା ପ୍ରଦାନ, ଚୁକ୍ତି ଭିତ୍ତିକ…
Read More...

ପୋଖରୀରେ ବୁଡି ଛାତ୍ର ମୃତ

(ନରୋତ୍ତମ ପଣ୍ଡା): ଗଣେଷ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ଜଣେ ଛାତ୍ର ପୋଖରୀରେ ବୁଡି ମୃତ୍ୟୁ ହୋଇଛି । ରୂପାନନ୍ଦ ସା ବୁଡି ଯାଇଥିବା ଦେଖି ସାଙ୍ଗପିଲାମାନେ ତାଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ…
Read More...

ବଦଳିବ ମେଡିକାଲ କଲେଜର ନାମ , ଉଦ୍ଘାଟନ କରିବେ ମୂଖ୍ୟମନ୍ତ୍ରୀ

(ସୌମ୍ୟ ରଂଜନ ସେଠୀ) : ବଲାଙ୍ଗୀରି ରେ ଥିବା ସରକାରୀ ଭେଷଜ ମହାବିଦ୍ୟାଳୟ ର ନାମ ପରିବର୍ତନ କରି ରଖାଯିବ ଭୀମଭୋଇ ମେଡିକାଲ କଲେଜ । ଏହି କଲେଜ କୁ ଗତ କାଲି ଉଦଘାଟନ କରିବେ ମୂଖ୍ୟମନ୍ତ୍ରୀ ନବୀନ ପତ୍ତନାୟକ । ବହୁଦିନ ହେବ ଭୀମଭୋଇ ଙ୍କ ନାମ ରେ କଲେଜ ହେଉ ବୋଲି ଦାବି କରିଆସୁଥିଲେ ସ୍ଥାନିୟ…
Read More...