ପୁଣି ଦାମଙ୍କ ସରକାର ବିରୋଧି ମନ୍ତବ୍ୟ

( ରିପୋର୍ଟସ ଟୁଡ଼େ): ଆଜି ବିଧାନସଭା ତୃତୀୟ ଦିନ ଶୀତ ଅଧିବେସନରେ ଗୃହ ରେ ଦେଖିବାକୁ ମିଳିଥିଲେ ପୂର୍ବରୁ ଶାସକ ଦଳରେ ଥିବା ପାରାଦ୍ୱୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଦଳରୁ ବାହାରିବା ପରେ ବିଭିନ୍ନ ସଭାସ୍ଥଳରେ ବିଭିନ୍ନ ସରକାର ବିରୋଧି ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ । ଆଜି ପୁଣି ମଧ୍ୟ ସରକାର ବିରୋଧି ମନ୍ତବ୍ୟ ଦେଇଛନ୍ତି ଦାମ