• Saturday, July 18, 2026

Reporterstoday Logo Reporterstoday Logo - Reporters Today Odia

Editor
  • English
  • ହୋମ୍
  • ଓଡିଶା
  • ଦେଶ ବିଦେଶ
  • ଶିକ୍ଷା
  • ଅପରାଧ
  • ରାଜନୀତି
  • ଵାଣିଜ୍ୟ
  • ଖେଳ
  • ପ୍ରଯୁକ୍ତି ବିଦ୍ୟା
  • ଯୋଗାଯୋଗ
  • ଜୀବନ ପ୍ରଣାଳୀ
  • ଧର୍ମ
  • ବିଜ୍ଞାନ
  • ମନୋରଞ୍ଜନ
  • ସ୍ୱାସ୍ଥ୍ୟ
Reporters Today Odia
  • Home
  • ଅପରାଧ
  • ଠକାମୀର ଶିକାର ହେଲେ ବରିଷ୍ଠ ପୋଲିସ ଅଧିକାରୀ,ଫେସବୁକ ଏକାଉଣ୍ଟ ହ୍ୟାକ

ଠକାମୀର ଶିକାର ହେଲେ ବରିଷ୍ଠ ପୋଲିସ ଅଧିକାରୀ,ଫେସବୁକ ଏକାଉଣ୍ଟ ହ୍ୟାକ

ଅପରାଧଓଡିଶା
By Reporters Today Bureau On May 14, 2020
Share

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଲକଡାଉନରେ ଆଗଧାଡିର କୋରୋନା ଯୋଦ୍ଧା ପାଲଟିଛନ୍ତି ପୋଲିସ ଅଧିକାରୀ । ଲୋକଙ୍କ ସୁରକ୍ଷା ପାଇଁ ଦିନ ରାତି ଏକ କରିଛନ୍ତି ଏହି ଆଗଧାଡିର ଯୋଦ୍ଧା । ହେଲେ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ ପୋଲିସର କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀ ସାଇବର ଠକାମୀର ଶିକାର ହୋଇଛନ୍ତି । ନିଜ ଫେସବୁକୁ ଏକାଉଣ୍ଟଙ୍କୁ ଦୁର୍ବୁତମାନେ ହ୍ୟାକ କରିଦେଇଛନ୍ତି । ଆଉ ତାଙ୍କ ଏକାଉଣ୍ଟ ବ୍ୟବହାର କରି ସାଙ୍ଗ ସାଥୀଙ୍କୁ ଟଙ୍କା ମଗାଯାଉଛି । ଯେଉଁ ସାଙ୍ଗ ସାଥୀମାନେ ଟଙ୍କା ଦେବାକୁ ରାଜି ହେଉଛନ୍ତି ସେମାନଙ୍କୁ ଗୁଗୁଲ ପେ ଓ ଫୋନ ପେ ନମ୍ବର ପଠାଯାଉଛି । ତେବେ ଏଭଳି ଏକ ଘଟଣା ଖୋଦ ପୋଲିସ ଅଧିକାରୀ ଜଣଙ୍କ ଜାଣିବା ପରେ ମୁଣ୍ଡରେ ହାତ ଦେଇଛନ୍ତି । ସୂଚନାମୁତାବକ, କମିଶନରେଟ ପୋଲିସର ଜଣେ ବରିଷ୍ଠ ପୋଲିସ ଅଧିକାରୀ ତଥା ଜୋନ-(୪) ଏସିପି ରବିନ୍ଦ୍ର ଶତପଥୀଙ୍କ ଏକାଉଣ୍ଟ ଦୁର୍ବୁତମାନେ ହ୍ୟାକ କରିନେଇଛନ୍ତି । ଆଉ ତାଙ୍କ ଏକାଉଣ୍ଟର ମେସେଞ୍ଜରକୁ ବ୍ୟବହାର କରି ସାଙ୍ଗ ସାଥୀଙ୍କୁ ଟଙ୍କା ମାଗିଛନ୍ତି । ଯେଉଁ ସାଙ୍ଗ ସାଥୀମାନେ ଟଙ୍କା ଦେବାକୁ ରାଜି ହୋଇଛନ୍ତି ସେମାନଙ୍କୁ ଗୁଗୁଲ ପେ ଓ ଫୋନ ପେ ନମ୍ବର ମଧ୍ୟ ପଠାଇଛନ୍ତି । ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ସେ ଫେସବୁକ ଚଲାନ୍ତି ହେଲେ ମେସେଞ୍ଜର ବ୍ୟବହାର କରନ୍ତି ନାହିଁ । ତାଙ୍କ ଫେସବୁକ ଏକାଉଣ୍ଟକୁ କେହି ଦୁର୍ବୁତ ହ୍ୟାକ କରି ହିନ୍ଦି ଭାଷାରେ ତାଙ୍କ ଫେସବୁକ ବନ୍ଧୁମାନଙ୍କୁ ଟଙ୍କା ମାଗୁଥିବା ସେ ଜାଣିବାକୁ ପାଇଛନ୍ତି । ଏ ନେଇ ସେ ଅପରାଧୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।

CRIMECYBER CRIMEHACK ACCOUNTOdisha
Share FacebookTwitterGoogle+ReddItWhatsAppPinterestEmail
You might also like More from author
ଓଡିଶା

କନ୍ଧମାଳରେ ବନମହୋତ୍ସବ–୨୦୨୬ ଅବସରରେ ବୃକ୍ଷରୋପଣ

ଓଡିଶା

ରେଳ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ

ଓଡିଶା

ଶରଧାବାଲି ଅଭିମୁଖେ ମହାପ୍ରଭୁ

ଓଡିଶା

ଭିଡର ଠେଲାପେଲାରେ ଅଣନିଃଶ୍ବାସୀ ହୋଇ ଜଣେ ଭକ୍ତଙ୍କର ଜୀବନ ଗଲା

Prev Next

ଓଡିଶା

କନ୍ଧମାଳରେ ବନମହୋତ୍ସବ–୨୦୨୬ ଅବସରରେ ବୃକ୍ଷରୋପଣ

Jul 17, 2026

ରେଳ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ

Jul 17, 2026

ଶରଧାବାଲି ଅଭିମୁଖେ ମହାପ୍ରଭୁ

Jul 17, 2026

ଭିଡର ଠେଲାପେଲାରେ ଅଣନିଃଶ୍ବାସୀ ହୋଇ ଜଣେ ଭକ୍ତଙ୍କର ଜୀବନ ଗଲା

Jul 16, 2026

ଜଗନ୍ନାଥଙ୍କ ପହଣ୍ଡି ବିଜେ

Jul 16, 2026

ଶୂନ୍ୟ ପହଣ୍ଡିରେ ଆସିଲେ ମା’ ସୁଭଦ୍ରା

Jul 16, 2026

ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ…

Jul 16, 2026

ଭାରତ

ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ…

Jul 15, 2026

ଏବେଠାରୁ ହାତ ପାହାନ୍ତାରେ ମିଳବ ଗ୍ୟାସ ସିଲିଣ୍ଡର ।

Jul 15, 2026

ବୈଭବଙ୍କ ଆଖିରେ ଲୁହ ଦେଖି ଫ୍ୟାନ୍ସଙ୍କ ମନରେ କୋହ ।

Jul 13, 2026

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।

Jul 6, 2026

ପୁଣିଥରେ ଜଣେ ବ୍ୟକ୍ତିଙ୍କୁ ମାଡି ବସିଲା ସିଂହ ।

Jul 6, 2026

୩୬ ବର୍ଷର ରେକର୍ଡ ଭାଙ୍ଗିଲେ ବୈଭବ ।

Jul 5, 2026
Prev Next 1 of 2,408

Recent Posts

ନିଟ୍ ପ୍ରଶ୍ନପତ୍ର ନେଇ ସିବିଆଇ କରିଛି ବଡ଼ ଖୁଲାସା

Jul 17, 2026

୩ୟ ଦିନିକିଆରୁ ବାଦ୍ ପଡ଼ିଲେ ଏହି ଅଲରାଉଣ୍ଡର

Jul 17, 2026

କନ୍ଧମାଳରେ ବନମହୋତ୍ସବ–୨୦୨୬ ଅବସରରେ ବୃକ୍ଷରୋପଣ

Jul 17, 2026

ରେଳ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ

Jul 17, 2026

ଆନ୍ଧ୍ର ପ୍ରଦେଶରେ ପୁଣି କୋଭିଡ୍-୧୯କୁ ନେଇ ଚିନ୍ତା ବଢ଼ିଛି

Jul 17, 2026

ଶରଧାବାଲି ଅଭିମୁଖେ ମହାପ୍ରଭୁ

Jul 17, 2026

ଭିଡର ଠେଲାପେଲାରେ ଅଣନିଃଶ୍ବାସୀ ହୋଇ ଜଣେ ଭକ୍ତଙ୍କର ଜୀବନ ଗଲା

Jul 16, 2026

ବିଶେଷ

ଯୋଗୀଙ୍କୁ କାଳ ହୋଇଥିଲା ମନ୍ଦିରକୁ ନେଇ ରାଜନୀତି

May 6, 2026

ଆଞ୍ଚଳିକ ଦଳ ରାଜନୀତିର ଯୁଗ ଶେଷ !

May 5, 2026

ସମୁଦ୍ର ତଳେ ଲୁଚି ରହିଥିବା ଗ୍ୟାସ କିପରି ପୃଷ୍ଠରେ ପହଞ୍ଚିଥାଏ?

Apr 15, 2026

ମାର୍ଚ୍ଚ ୩ରେ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ଦେଖାଯିବ ‘ବ୍ଲଡ୍…

Mar 2, 2026

ହୋଲି ପୂର୍ବରୁ କରନ୍ତୁ ଏହି କାମ, ପ୍ରଶନ୍ନ ହେବେ ମା ଲକ୍ଷ୍ମୀ

Feb 26, 2026

ଅଜବ ଏହି ବୃକ୍ଷ, ୧୦୦ ବର୍ଷରେ ମାତ୍ର ଥରେ ଫୁଟେ ଫୁଲ

Feb 13, 2026
Prev Next 1 of 165
About Us
www.reporterstoday.com is a news web portal and monthly magazine where you can get the latest news.
Contact Us

[email protected]
LP-115, Prasanti Vihar, Housing Board Colony, Near Kiit College Bhubaneswar, Odisha, India 751024
7008420927
9937028982 / 7847944970

Share
    FacebookTwitterWhatsApp
Akruti to Odia Unicode Converter
© 2026 - Reporters Today Odia. All Rights Reserved.
Designed and Developed by Web Odisha
  • English
  • ହୋମ୍
  • ଓଡିଶା
  • ଦେଶ ବିଦେଶ
  • ଶିକ୍ଷା
  • ଅପରାଧ
  • ରାଜନୀତି
  • ଵାଣିଜ୍ୟ
  • ଖେଳ
  • ପ୍ରଯୁକ୍ତି ବିଦ୍ୟା
  • ଯୋଗାଯୋଗ
  • ଜୀବନ ପ୍ରଣାଳୀ
  • ଧର୍ମ
  • ବିଜ୍ଞାନ
  • ମନୋରଞ୍ଜନ
  • ସ୍ୱାସ୍ଥ୍ୟ