ଠକାମୀର ଶିକାର ହେଲେ ବରିଷ୍ଠ ପୋଲିସ ଅଧିକାରୀ,ଫେସବୁକ ଏକାଉଣ୍ଟ ହ୍ୟାକ
(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଲକଡାଉନରେ ଆଗଧାଡିର କୋରୋନା ଯୋଦ୍ଧା ପାଲଟିଛନ୍ତି ପୋଲିସ ଅଧିକାରୀ । ଲୋକଙ୍କ ସୁରକ୍ଷା ପାଇଁ ଦିନ ରାତି ଏକ କରିଛନ୍ତି ଏହି ଆଗଧାଡିର ଯୋଦ୍ଧା । ହେଲେ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ ପୋଲିସର କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀ ସାଇବର ଠକାମୀର ଶିକାର…
Read More...
Read More...