ହକି ବିଶ୍ୱକପ ପାଇଁ ପୂର୍ବ ପ୍ରସ୍ତୁତି ବୈଠକ

(ରିପୋର୍ଟସ ଟୁଡେ ): ଆଗକୁ ଆସୁଛି ହକି ବିଶ୍ୱକପ ସେଥିପାଇଁ ଆଜି ସଚ୍ଚିବାଳୟରେ ମୂଖ୍ୟ ଶାସନ ସଚ୍ଚିବଙ୍କ ଅଧ୍ୟକ୍ଷତାରେ ଏକ ପୂର୍ବ ପ୍ରସ୍ଥୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ ବିଡିଏ କମିଶନର କିଶାନ କୁମାର , ଡେବଲପ କମିଶନର ବାଲ କ୍ରିଷ୍ଣାନ, କ୍ରିଡା ସଚ୍ଚିବ ବିସାଲ ଦେବ, ଅଲ ଇଣ୍ଡିଆ ହକି ଫେଡ୍ରସନ ର ସଭାପତି ନିରନ୍ଦର ବାତ୍ରା ଉପସ୍ଥିତ ଥିଲେ
ଇିସାଲ ଦେବ ଙ୍କ ସୁଚନା ଅନୁସାରେ ଏହି ବିଶ୍ୱ ହକି କପରେ ୧୬ ଟି ଟିମ ଭାଗ ନେବେ ସେଥିପାଁଇ ଷ୍ଟାଡିୟମ ର ପ୍ରସ୍ତୁତିୁ ସମ୍ପୁଣର୍୍ ରୂପର ସରିଯାଇଛି . ଅଲଇଣ୍ଡିଆ ହକି ଫେଡ୍ରସନ ର ସଭାପତି ନିରନ୍ଦର ବାତ୍ରା ଙ୍କ ସୂଚନା ଅନୁଯାୟୀ ଏହି ଷ୍ଟାଡିୟମ ହେଉଛି ବିଶ୍ୱର ବେଷ୍ଟ ଷ୍ଟାଡିୟମ ଏହାର ଚେଜିଂଙ୍ଗ ରୁମ ଉନ୍ନତ ମାନର ।