(ପ୍ରିୟଦର୍ଶନୀ ସ୍ୱାଇଁ): ଅଧିକାଂଶ ଲୋକ ଫଳ ଖାଇବା ବଦଳେ ଫଳଜୁସ୍ ପିଇଥାନ୍ତି । କାରଣ ସେହିମାନଙ୍କୁ ଲାଗିଥାଏ କି ଏହି ଫଳ ରସ ଶରୀର ପକ୍ଷେ ଉପକାରୀ । କିନ୍ତୁ ଏହା ଉପକାରୀ ଅପେକ୍ଷା ଅଧିକ ହାନିକାରୀ ହୋଇଥାଏ । ଆପଣ ଯଦି ଭାବୁଥାନ୍ତି ଏହା ଲାଭକାରୀ ତାହା ସମ୍ପୁର୍ଣ୍ଣ ଭୁଲ ଅଟେ । ଆସନ୍ତୁ ଜାଣିବା :
୧. ସୁଗାର ଡ଼ିକ୍ସ ଏବଂ ଫଳ ରସର ପରିମାଣ ସମାନ ଥିବାରୁ ଏହାକୁ ସେବନ କରିବା ଦ୍ୱାରାୂ ଶରୀରରେ କ୍ଷତି ହୋଇଥାଏ ।
୨. ପ୍ରତ୍ୟକ ଦିନ ୧୫୦ ଏମଏଲ ଫଳରସ ସେବନ କରିବା ଦ୍ୱାରା ମୃତ୍ୟୁ ଭୟ ୨୪% ବୃଦ୍ଧି ପାଇଥାଏ ।
୩. ସେହିପରି ସୋଡ଼ା ଡ଼ିକ୍ସ ପିଇବା ଦ୍ୱାରା ଶରୀର ପ୍ରତି ହାନିକାରକ ହୁଏ ।
୪. ଏହା ପିଇଲେ ହୃଦଘାତ ସମସ୍ୟା ବୃଦ୍ଧିପାଏ ।