Browsing Category

କୃଷି

ଚାଷୀଙ୍କ ସମସ୍ୟାର ହେଲା ସମାଧାନ, ଆଜିଠୁ ଉଠିଲା ଧାନ

ଚାଷୀଙ୍କ ପାଇଁ ଖୁସି ଖବର । ଆଜିଠୁ ଉଠିବ ଧାନ । ମନ୍ତ୍ରୀଙ୍କ ସହ ଆଲୋଚନା ପରେ ବାହାରିଲା ସମାଧାନର ବାଟ । ରାଜ୍ୟରେ ଲାଗି ରହିଥିବା ମଣ୍ଡି ସମସ୍ୟାର ସମାଧାନ ପାଇଁ ଯୋଗାଣ ମନ୍ତ୍ରୀ ଓ ୩୦ ଜିଲ୍ଲାର ମିଲରଙ୍କ ମଧ୍ୟରେ ବୈଠକ ଶେଷ ହୋଇଛି । ବିଭିନ୍ନ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ିଥିଲେ…
Read More...

ହିନ୍ଦୋଳରେ ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ପକ୍ଷରୁ ଏଲ ଆର ଆଇ ଯାତ୍ରାର ଶୁଭାରମ୍ଭ

କୃଷି ଓ କୃଷକ ମାନଙ୍କର ଉତ୍ପାଦନ କ୍ଷମତା ବୃଦ୍ଧି କରିବାପାଇଁ ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକାର ରିୱାର୍ଡ ତରଫରୁ ଏଲ.ଆର.ଆଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି ହିନ୍ଦୋଳ ଉପଜିଲ୍ଲାପାଳ ଏବଂ  ଜଳବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ । ଜଳବିଭାଜିକା ପରିଚାଳନା କ୍ଷେତ୍ରରେ ଜାତୀୟ ଓ ରାଜ୍ୟ…
Read More...

ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ

କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର । ଓଡିଶାରେ ଖରିଫ ଋତୁ ଓ ରବି ଋତୁ ପାଇଁ ଏଫସିଆଇ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟଠାରୁ ଅଧିକ ଉଷୁନା ଧାନ କିଣିବା ସହ ଶୀଘ୍ର ଉଠାଣ ପାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ…
Read More...

ବୌଦ୍ଧ ଜିଲ୍ଲାରେ ଧାନ କିଣା ନେଇ ବସିଲା ବୈଠକ

ବୌଦ୍ଧ ଜିଲ୍ଲାପାଳ ଙ୍କ ସଦଭାବନା ସଭାଗୃହରେ ଚଳିତ ଖରିଫ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଡ଼ିସେମ୍ବର ୧୬ ତାରିଖ ତାରିଖରେ କଣ୍ଟାମାଲ୍ ବ୍ଳକ୍ ଓ ୨୩ ତାରିଖରେ ବୌଦ୍ଧ ଓ ହରଭଙ୍ଗା ବ୍ଳକ୍ ରେ ଧାନମଣ୍ଡି ଖୋଲିବା ନେଇ ଏହି କମିଟିରେ ଆଲୋଚନା…
Read More...

ଫସଲ ନଷ୍ଟ କରିଦେଲେ ଜଙ୍ଗଲି ହାତୀ

ଲାଞ୍ଜିଗଡ : ଗାଁରେ ଜଙ୍ଗଲି ହାତୀଙ୍କ ଉପଦ୍ରବ । ଚାଷ ଜମିରେ ପଶି ଫସଲ ନଷ୍ଟ କରିଦେଲେ ହାତୀ ପଲ । କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ବିଜେପୁର ସେକ୍ସନ କମଲେଇ ଗାଁରେ, ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ନିକଟସ୍ଥ ଫୁଲବାଣୀ ଜଙ୍ଗଲରେ ୧୫ ଟିକିଆ ହାତୀପଲ ରହିଥିବା…
Read More...

ପ୍ରାଥମିକ କୃଷି ସମବାୟ ସମିତିର କର୍ମଚାରୀଙ୍କ ପାଇଁ ଏସଓପି

ପ୍ରାଥମିକ କୃଷି ସମବାୟ ସମିତିର କର୍ମଚାରୀଙ୍କ ପାଇଁ କ୍ୟାଡର ନିୟମାବଳୀ କାର୍ଯ୍ୟକାରୀ କରିବା ପାଇଁ ଜାରି ହେଲା ଏସଓପି । ନିଯୁକ୍ତି, ବଦଳି, ପଦୋନ୍ନତି ଏବଂ ଶୃଙ୍ଖଳାଗତ କାର‌୍ୟ୍ୟରେ ସ୍ୱଚ୍ଛତା ଏବଂ ଦାୟିତ୍ୱ ରହିବ । କ୍ୟାଡର ନିୟମାବଳୀର ବ୍ୟବସ୍ଥା ଅନୁଯାୟୀ ଜିଲ୍ଲପାଳ କ୍ୟାଡର କମିଟିର…
Read More...

ବାତ୍ୟାର ନାମ ମୋନ୍ଥା

ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଲେ,  ନାଁ ରଖାଯିବ 'ମୋନ୍ଥା' । ଆସନ୍ତା ୨୭ ତାରିଖରେ ବାତ୍ୟାରେ ପରିଣତ ହେବା ପରେ, ଏହାର ନାଁ ମୋନ୍ଥା ରଖାଯିବ ବୋଲି ସ୍ଥିର ହୋଇଛି । ମୋନ୍ଥା ହେଉଛି ଥାଇଲ୍ୟାଣ୍ଡର ଥାଇ ଭାଷା । ଯାହାର ଅର୍ଥ ହେଉଛି, ସୁଗନ୍ଧିତ ଫୁଲ ବା ସୁନ୍ଦର ଫୁଲ ।
Read More...

ଲେଖନପୁର ଗ୍ରାମରୁ ପୁଣି ବାଣ ଜବତ କଲା ବାଘମାରି ପୋଲିସ୍…

ବେଗୁନିଆ ବ୍ଲକ ବାଘମାରି ଥାନା ଲେଖନପୁର ଗ୍ରାମରୁ ପୁଣି ବାଣ ଜବତ କଲା ବାଘମାରି ପୋଲିସ୍। ପୂର୍ବରୁ ସେହି ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣରେ ଜବତ କରିଥିଲା ବାଘମାରି ପୋଲିସ୍। ଆଜି ପୁଣି ଲେଖନପୁର  ଗ୍ରାମରେ ବାଣ ପ୍ରସ୍ତୁତ ହେଉଥିବା ବେଳେ ସନ୍ଧ୍ୟାରେ ବାଘମାରି ପୋଲିସ ଚଢ଼ାଉ କରି…
Read More...

ମିଳବନି ମାଗଣା ଚାଉଳ

ଆଜି ସେପ୍ଟେମ୍ବର ୩୦ ତାରିଖ । ଅର୍ଥାତ୍ E-KYCର କରିବାର ଶେଷ ତାରିଖ । ଆଜି ଭିତରେ E-KYC ନକରିଲେ, ହିତାଧିକାରୀଙ୍କୁ ମିଳବନି ମାଗଣା ଚାଉଳ । ବାରମ୍ବାର ଡେଡଲାଇନ୍ ପରିବର୍ତ୍ତନ ପରେ ବି ଏବେ ସୁଦ୍ଧା ୧୬ ଲକ୍ଷ ୩୬ ହଜାର ହିତାଧିକାରୀ ଇ-କେୱାଇସି କରିନାହାନ୍ତି । ଏପଟେ ଆଉ ଡେଡଲାଇନ୍ ଅବଧି…
Read More...

ଆସନ୍ତା ୧୭ ତାରିଖ ଦିନ ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜୁ ଜନତା ଦଳ

ଭୁବନେଶ୍ୱର:- ସାର ଅଭାବକୁ ନେଇ ରାଜ୍ୟର କୃଷକ ସମାଜ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ରାଜ୍ୟରେ ପର୍ୟ୍ୟାପ୍ତ ପରିମାଣରେ ସାର ମହଜୁଦ ରହିଛି ବୋଲି ରାଜ୍ୟ ସରକାର ବାରମ୍ବାର ଦାବିକୁ ସମାଲୋଚନା କରି ସମବାୟ ବିଭାଗର ତଥ୍ୟ…
Read More...