(ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ମହିଳା ସ୍ୱାସ୍ଥ୍ୟ ସେବୀକା ଛାତ୍ରୀ ନିବାସ ରେ ଦୀପାବଳୀ ପାଳିତ ହୋଇଯାଇଛି। ଆଲୋକ ର ପର୍ବ ଦୀପାବଳିକୁ ସବୁଠି ଆନନ୍ଦ ଉଲ୍ଲାସର ସହିତ ପାଳନ କରିଛନ୍ତି ଲୋକେ ।ହଷ୍ଟେଲରେ ଥିବା ୧୨୦ ଜଣ ଅନ୍ତେ ବାସି ଙ୍କ ସହ ଟ୍ରେନିଂ ସେଣ୍ଟର ର ଅଧ୍ୟକ୍ଷା ଏବଂ କର୍ମଚାରି ମାନେ ମିଶି ଏକାଠି କେକ୍ କାଟିବା ସହ ଦୀପାବଳି ର ମଜା ନେଇଥିଲେ। ବିନା ବାଦ୍ୟଯନ୍ତ୍ର ରେ ନାଚଗୀତ ରେ ଦୀପ ଜାଳି ଝିର୍ ଝିରି ଲଗାଇ ଦୀପାବଳି ପାଳନ କରି ଅନ୍ୟ ମାନଙ୍କୁ ଏକ ଭଲ ସଦେଶ ଦେଇଛନ୍ତି।