ରାୟବରେଲି ଦୁର୍ଘଟଣାର ଖୋଲିଲା ରହସ୍ୟ, ଭୁଲ ରେଳଧାରଣାରେ ଚାଲିଥିଲା ଟ୍ରେନ

(ସଂଜୁକ୍ତା ବେହେରା) : ଗତ ୧୦ ତାରିଖରେ ହୋଇଥିବା ରାୟବରେଲି ଦୁର୍ଘଟଣାରେ ରେଳବାଇର ଯାଞ୍ଚ । ଏହି ଦୁର୍ଘଟଣା ଯାନ୍ତ୍ରିକ ତୃଟି ପାଇଁ ହୋଇଥିବା କୁହାଯାଇଛି । ଏହା ମଧ୍ୟ ଯାଞ୍ଚ ରିପୋର୍ଟରେ କୁହାଯାଇଛି ନ୍୍ୟ ଫରକ୍କା ଏକ୍ସେପ୍ରେସ ଟ୍ରାକରେ ଯିବା ରେଳ ଖସି ପଡିଥିଲା । ସେଥିପାଇଁ ଏହି ଦୁର୍ଘଟଣା ଘଟିଥିଲା । ରିପୋର୍ଟ ମୁତାବକ ଯେଉଁ ଟ୍ରାକରେ ଟ୍ରେନଟି ଯିବା କଥା ସେଇ ଟ୍ରାକରେ ଯାଇ ଅନ୍ୟ ସିଗିନାଲ ମିଳିବା କାରଣରୁ ଟ୍ରେନଟି ନିଜ ଗତି ପଥରେ ଚାଲିଯାଇଥିଲା । ଏହା ସହ ରେଳବାଇର ରିପୋର୍ଟ ଅନୁଯାୟୀ, କୌଣସୀ ପ୍ରକାର ଯାନ୍ତ୍ରିକ ତୃଟି କାରଣରୁ ଗାଡି ପଏଟଂ ବଦଳି ଯିବାରୁ ଏହି ଦୁର୍ଘଟଣା ଘଟିଛି । ବର୍ତମାନ ପର୍ୟ୍ୟନ୍ତ ଏହାର ତଦନ୍ତ ଜାରୀ ରହିଛି । ଏହାର ସମସ୍ତ ତଦନ୍ତ ହେବା ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ।