ପ୍ରଳୟରେ ଆଶାର ଆଲୋକ ସାଜିଲେ ପ୍ରିୟା

ପ୍ରଳୟରେ ଆଶାର ଆଲୋକ ସାଜିଲେ ପ୍ରିୟା

ନେପାଳ ରେ ଲେଡି ପାଇଲଟ ଙ୍କ ସାହାସିକତା ।ପ୍ରଳୟ ମଧ୍ୟରେ ଆଶାର ଆଲୋକ ସାଜିଲେ ପ୍ରିୟାଜୀବନ ବଂଚାଇବାକୁ ଆକାଶ ରେ ମୃତ୍ୟୁ ସହ କଲେ ଲଢେଇ

ସୌନ୍ଦର୍ଯ୍ୟରେ ଭରା ପୃଥିବୀ ଯେତେବେଳେ ତାର ଉଗ୍ରରୂପ ଧାରଣ କରେ , ସେତେବେଳେ ଯେଉଁଭଳି ବିସ୍ଫୋରଣ ହୋଇଥାଏ ତାକୁ ଶଯ୍ୟ କରିବା ମନୁଷ୍ୟ ପକ୍ଷେ ଅସମ୍ଭବ ହୋଇଥାଏ ।ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ନେପାଳ ର ମହାପ୍ରଳୟଂକାରୀ ବନ୍ୟା ।ପ୍ରକୃତିର କରାଳରୁପରେ ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା ନେପାଳ ର ଅନେକ ଅଂଚଳ ।ସବୁଆଡେ ଥିଲା ହାହାକାର ର ଚିତ୍ର କିନ୍ତୁ ସେହି ହାହାକାର ମଧ୍ୟରେ ମଣିଷପଣିଆ ର ଏକ ଆଶାର ଆଲୋକ  ପାଲଟିଥିଲେ ନେପାଳର ଲେଡି ପାଇଲଟ ପ୍ରିୟା ଅଧିକାରୀ ।

ନେପାଳ -ତିବ୍ବତ ସୀମା ନିକଟରେ ପ୍ରକୃତିର ତାଣ୍ଡବ ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟକ୍ରମ ।ନେପାଳର ସମସ୍ତ ଅଂଚଳ ସମ୍ପୂର୍ଣ ନଷ୍ଟବିନଷ୍ଟ ହୋଇଯାଇଥିଲା ଏବଂ ଏହାସହ ସବୁ ଅଂଚଳ କାଦୁଅ ରେ ପୋତି ହୋଇଯାଇଥିଲା ଏବଂ ମାଟିତଳେ ପୋତିଯାଇଥିଲେ ଅନେକ ଲୋକ ଆଉ ଅନ୍ୟଯେଉଁ ଜାଗାରେ ମଣିଷ ଫସିରହିଥିଲେ ସେଠାରୁ ସେମାନଙ୍କୁ ଉଦ୍ଧାରକରିବା ଅସମ୍ଭବ ହୋଇପଡ଼ିଥିଲା ।ତେବେ ଏଭଳି ସମୟରେ କେବଳ ଗୋଟିଏ ମାତ୍ର ମାଧ୍ୟମ ଥିଲା ଆକାଶମାର୍ଗ ।ଆଉ ଏହି ମିଶନ ର ଦାୟିତ୍ୱ ଦିଆଯାଇଥିଲା ଲେଡି ପାଇଲଟ ପ୍ରିୟା ଅଧିକାରୀ ଙ୍କୁ , ତେବେ ପ୍ରିୟା ଅଧିକାରୀ ମାତ୍ର ୬ ଦିନରେ ୧୦୦ ଟି ରେସକ୍ୟୁ ମିଶନ କୁ ସଫଳତା ର ସହ ସମ୍ପୂର୍ଣ କରିଥିଲେ ।ତେବେ ରେସକ୍ୟୁ କରିବା ଏତେ ସହଜ ନଥିଲା , ନେପାଳ ରେ ଭୂମି ଏତେ ଅସୁରକ୍ଷିତ ଥିଲା ଯେ ହେଲିକପ୍ଟର ମଧ୍ୟ ଅବତରଣ କରିବା ସମ୍ଭବ ନଥିଲା ଏହି ପରିସ୍ଥିତିରେ ହେଲିକପ୍ଟର କୁ ଆକାଶ ମାର୍ଗ ରେ ରଖି ଲୋକ ସେହି ଅଂଚଳରୁ ଉଦ୍ଧାର କରିବାକୁ ପଡିଥିଲା, ଯାହାକି ବହୁତ ବିପଦପୂର୍ଣ୍ଣ ଥିଲା । ତେବେ ଏହି ରେସକ୍ୟୁ ମିଶନ ରେ ପ୍ରିୟାଙ୍କ ଅବଦାନ ବହୁତ ରହିଥିଲା । ତେବେ ପ୍ରିୟା ଙ୍କ କହିବା ମୁତାବକ ନେପାଳ ର ପ୍ରଳୟର ଦୃଶ୍ୟ ୨୦୧୫ ର ନେପାଳ ଭୂମିକମ୍ପ ର ସ୍ମୃତିକୁ ଉଜ୍ଜୀବିତ କରିଦେଇଥିଲା ଏବଂ ଏବେ ର ଦୃଶ୍ୟ ବର୍ଣ୍ଣନା କରିବା ହୃଦୟବିଦାରକ ଥିଲା ।ସବୁଆଡେ ଥିଲା ଧ୍ଵଂସାବଶେଷ ଓ ମୃତାହତ ଙ୍କ ଚିତ୍ର । ଆଉ ସ୍ଥଳପଥରୁ ଆକାଶ ଆଡକୁ ସାହାଯ୍ୟ ର ଆଶା ରେ ଚାହିଁ ରହିଥିଲେ ଅସହାୟ ଲୋକମାନେ । ଆଉ ସେହି ବିପଦରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ଲେଡି ପାଇଲଟ ପ୍ରିୟା ଅଧିକାରୀ , ସେହି ବିପଦରେ ପଡିଥିବା ଲୋକ ଙ୍କ ଆଖିରେ ଥିବା ଆଶା ପ୍ରିୟା ଙ୍କୁ ଦେଇଥିଲା ଅଦମ୍ୟ ସାହସ ଓ ଶକ୍ତି । ତେବେ ଏହି ବିପଦପୂର୍ଣ୍ଣ ଲୋକ ଙ୍କ ନିରୀହ ଚେହେରା କୁ ଦେଖି ପ୍ରିୟା ବିପଦ କୁ ଖାତିର ନ କରି ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ ।

ତେବେ ପ୍ରିୟାଙ୍କ ବିଷୟରେ କହିବାକୁ ଗଲେ , ତାଙ୍କ ପାଇଲଟ ହେବାର ଯାତ୍ରା ମଧ୍ୟ ଅନେକ ଙ୍କ ପାଇଁ ପ୍ରେରଣାଦାୟୀ ।ତେବେ ପ୍ରିୟା ପରିବେଶ ବିଜ୍ଞାନ ପଢିବା ପରେ ସେ କ୍ୟାବିନ କ୍ରୁ ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ହେଲିକପ୍ଟର ଯାତ୍ରା ସମୟରେ ମନରେ ଜାଗ୍ରତ ହୋଇଥିଲା ପାଇଲଟ ହେବାର ଇଚ୍ଛା ।ଏହାପରେ ପ୍ରିୟାଙ୍କ ଦୃଢ ଇଚ୍ଛାଶକ୍ତି  ଓ  ଅକ୍ଲାନ୍ତ ପରିଶ୍ରମ ଶେଷରେ ତାଙ୍କର  ପାଇଲଟ ହେବାର ସ୍ୱପ୍ନକୁ  ସତରେ ପରିଣତ କରିଥିଲା ।ତେବେ  ଯେତେବେଳେ ନେପାଳ ର ବନ୍ୟା ପ୍ରକୃତିର କୋଳରେ ତାଣ୍ଡବ ରଚିଥିଲା , ସେହି ଅନ୍ଧକାର ମଧ୍ୟରେ ପ୍ରିୟାଙ୍କ ଅଦମ୍ୟ ସାହସ ଅନେକଙ୍କ ପାଇଁ ଆଶାର କିରଣ ସାଜିଥିଲା ।

ନେପାଳ ରେ ଲେଡି ପାଇଲଟ ଙ୍କ ସାହାସିକତା ।ପ୍ରଳୟ ମଧ୍ୟରେ ଆଶାର ଆଲୋକ ସାଜିଲେ ପ୍ରିୟା ଜୀବନ ବଂଚାଇବାକୁ ଆକାଶ ରେ ମୃତ୍ୟୁ ସହ କଲେ ଲଢେଇ

ନେପାଳ ରେ ଲେଡି ପାଇଲଟ ଙ୍କ ସାହାସିକତା ।ପ୍ରଳୟ ମଧ୍ୟରେ ଆଶାର ଆଲୋକ ସାଜିଲେ ପ୍ରିୟାû ଜୀବନ ବଂଚାଇବାକୁ ଆକାଶ ରେ ମୃତ୍ୟୁ ସହ କଲେ ଲଢେଇ û