ମିଜୋରାମ ସିଇଓ ହେଲେ ଆଇଏଏସ୍‌ ଆଶିଷ କୁନ୍ଦ୍ରା

(ରିପୋର୍ଟସ ଟୁଡେ): ମିଜୋରାମ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଅଦଳ ବଦଳ କରିଛନ୍ତି । ଆଇଏଏସ୍‌ ଅଫିସର ଆଶିଷ କୁନ୍ଦ୍ରାଙ୍କୁ ରାଜ୍ୟର ଚିଫ୍‌ ଇଲକ୍ଟୋରାଲ ଅଫିସର(ସିଇଓ) ବା ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ଦେଇଛନ୍ତି । ଶଶାଙ୍କ ମିଜୋରାମ ବିରୋଧି ଓ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ କରିପାରୁ ନ ଥିବା କେତେ ଗୁଡିଏ ଦଳ ଅଭିଯୋଗ ଆଣିଥିଲେ । ଏହାପରେ ନିର୍ବାଚନ ଆୟୋଗ ତାଙ୍କ ସ୍ଥାନରେ ଆଶିଷ କୁନ୍ଦ୍ରାଙ୍କୁ ନିଯୁକ୍ତ କରିଥିବା ଜଣାପଡିଛି ।