ସରକାରଙ୍କ ଅବହେଳାପାଇଁ ବାଧାପ୍ରାପ୍ତ ଖୋର୍ଦ୍ଧା-ବଲାଙ୍ଗିରି ରେଳପଥ

(ଓମ୍ ପ୍ରକାଶ ମିଶ୍ର) ସୋନପୁର, ବୈ।ଦ୍ଧ ,ଏବଂ ବଲାଙ୍ଗୀର ,କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ତରଫରୁ ଏକ ଆଲୋଚନା କରାଯାଇଛି।ସେହି ଆଲୋଚନା ରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କର ଅବହେଳା ଯୋଗୁଁ ଖୋର୍ଦ୍ଧା ବଲାଙ୍ଗୀର ରେଲୱେ ଲାଇନ ଟି ହୋଇ ପାରୁନାହିଁ , ଆଗାମୀ ଦିନରେ ସରକାର ନ ଶୁଣିଲେ ରାଜ ରାସ୍ତା କୁ ଓଲ୍ଲାଇବ ବୋଲି ନିଷ୍ପତି ନେଇଛି କମିଟି । ସେଇ କମିଟିର ମୁଖ୍ୟ ଶ୍ୟାମା ଓମ୍ ପ୍ରସାଦ ମିଶ୍ର,ଗୋବିନ୍ଦ ମହାରଣା, ସମାଜ ସେବୀ ଶ୍ରୀବଛ ମଲ୍ଲିକ, ମଧୁସୂଦନ ପୂଜାରୀ,ବଲାଙ୍ଗୀର ନାଗରିକ କମିଟି ଏବଂ ବୈ।ଦ୍ଧରୁ ଆସିଥିବା ବୁଦ୍ଧିଜୀବୀ, ରାଜନେତା,ବିଭିନ୍ନ ଅନୁଷ୍ଠାନ ସେହି ସଭା ରେ ଯୋଗ ଦେଇଥିଲେ।