ଡିଆରଆଇ ଦ୍ୱାର ଏକ ଗଜେଂଇ ବୋଝେଇ ଟ୍ରକ ଅଟକ, ୧ କି୍ୱଣ୍ଟାଲ ଗଜେଂଇ ଜବତ

(ଆଦର୍ଶ ରାଉତ): ଡିଆରଆଇ ଦ୍ୱାରା ଚନ୍ଦକା ଅଚଂଳରୁ ଏକ ଗଜେଂଇ ବୋଝଇ ଟ୍ରକ ଜବତ ଏହି ଟ୍ରକଟି ଈଛାପୁରମରୁ ପାଟଣା ଯାଉଥିଲା, ଜବତ ବେଳେ ୧ କ୍ୱିଣ୍ଟାଲର ପାଖାପାଖି ଗଜେଂଇ ଜବତ କରିଛି ଡିଆଆଇ । ବିଶେଷ ସୂତ୍ରରୁ ଖବର ପାଇ ଡିଆରଆଇ ଚନ୍ଦକାଠାରେ ଥିବା ଏକ ମାଲବୋଝେଇ ଟ୍ରକ ଉପରେ ଚଢାଉ କରଥିଲା ଆଉ ୧ କି୍ୱଣ୍ଟାଲ ଗଜେଂଇ ଜବତ କରିଥିଲା । ଚଢାଉ ସମୟରେ ଡ୍ରାଇଭର ଫେରାର ଥିବା ବେଳେ ଟ୍ରକରେ ଆଉ କ’ଣ ଅଛି ତାହାର ତଦନ୍ତ ଜାରି ରଖିଛି ଡିଆରଡି ।