( ଜୟନ୍ତ କୁମାର ସେଠୀ): କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ମେକିନ ଓଡିଶା ତରଫରୁ ଏକ କୋଷ୍ଟାଲ ରନ ପ୍ରତିଯୋଗିତା ହୋଇଥିଲା । ଏହି କୋଷ୍ଟାଲ ଦୌଡ ପ୍ରତିଯୋଗିତା ସୂର୍ଯ୍ୟମନ୍ଦିରଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ହୋଇଥିଲା । ଏଥିରେ ବିଭିନ୍ନ ଦେଶ ଓ ରାଜ୍ୟ ତଥା କୋଣାର୍କ ଅଂଚଳର ୩୦୦ ଛାତ୍ର ଛାତ୍ରୀ ଏବଂ ବିଭିନ୍ନ ସରକାରୀ ବିଭାଗ ର କର୍ମ ଚାରୀ ଭାଗ ନେଇଥିଲେ। ଏହି କୋଷ୍ଟାଲ ରନ ବିଶେଷ କରି ଉପକୂଳ ଅଂଚଳରରେ ଜନ ସଚେତନ ସୃଷ୍ଟି କରିବାପାଇଁ ରାଜ୍ୟ ସରକାର ଏବଂ ଟାଟା କମ୍ପାନୀ ତରଫରୁ ଶିଳ୍ପପତି ମାନେ ପୁଞ୍ଜିନିବେଶ କରବା ସଂକଳ୍ପବଧ ଉଦେଶ୍ୟ ରେ ଏହି କୋଷ୍ଟାଲ ରନ ଶିଳ୍ପପତି ମାନଙ୍କୁ ଉତ୍ସାହିତ କରିବା । ବିଶେଷକରି କୋଣାର୍କ ସୂର୍ୟ୍ୟ ମନ୍ଦିର ଠାରୁ ଚନ୍ଦ୍ରଭାଗା ପର୍ୟ୍ୟନ୍ତ ଏହି ଦୌଡ ପ୍ରତିଯୋଗିତାରେ ଆମେ ବହୁତ ଖୁସ ଅଛୁ ବୋଲି ଦୌଡରେ ଭାଗ ନେଇଥିବା ଯୁବକମାନେ କହିଛନ୍ତି ।