ବିଜେପି ପକ୍ଷରୁ ଘଟଗାଁ ବ୍ଲକ୍ ଘେରାଓ

(ଅମର ଦେହୁରୀ): ବିଜେପି ଦଳ ତରଫରୁ ଶତାଧିକ ମହିଳା ଓ ପୁରୁଷ ଘଟଗାଁ ବଜାର ପଦଯାତ୍ରା କରି ଶାସକ ଦଳ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଘଟଗାଁ ବ୍ଲକ ଅଫିସ୍ କୁ ଘେରାଓ କରିଥିଲେ ଜ୍ଝଏଥିରେ ଭାଜପା ଦଳର ପୂର୍ବତନ ସାଂସଦ ଅନନ୍ତ ନାୟକ,ଘଷିପୁରା ନିର୍ବାଚନୀ ମଣ୍ତଳର ପ୍ରବାହାରୀ ବିରଜା ମିଶ୍ର ଓ ପ୍ରୂଥୀରାଜ କୁଅଁର ବିଜେପି ଦଳରଅନ୍ୟ ସଦସ୍ୟ ଯୋଗ ଦେଇ ସରକାରଙ୍କ ବିଫଳତା ଉପରେ ଅଭିଭାଷଣ ରଖିଥିଲେ ଜ୍ଝ ଘଟଗାଁ ବ୍ଲକରେ ଉନ୍ନତି ମୂଳକ କାର୍ଯ୍ୟରେ ପିସି କାରବାର ବନ୍ଧ କରିବା ବିଭିନ୍ନ ଦାବି ନେଇ ଆଜି ଭାଜପା ଦଳ ଘଟଗାଁ ବ୍ଲକ୍ ଅଫିସ ସମ୍ମୁଖରେ ବିକ୍ଷୋଭ କରିଥିଲେ ।