( ଜୟନ୍ତ କୁମାର ସେଠୀ): ବିଜେଡି ଶାସନର ଦୁର୍ନିତୀ , ପ୍ରିୟାପ୍ରୀତି ତୋଷଣ , ଭ୍ରଷ୍ଟାଚର, ଗୁଣ୍ଡାରାଜ, ପିସି କାରାବାର ବିରୁଦ୍ଧରେ ବିଜେପି ପକ୍ଷରୁ ଗୋପ ବ୍ଲକ ଘେରାଉ କରାଯାଇଛି । ଏଥିରେ ବିଜେପିର ମୁଖପାତ୍ର ଗୋଲଖ ମହାପାତ. ବିଜେପି ରାଜ୍ୟ ମହିଳା ସଭାନେତ୍ରୀ ପ୍ରଭାତୀ ପରିଡା , ପିଙ୍କି ପ୍ରଧାନଙ୍କ ସମେତ ହଜାର ହଜାର ବିଜେପି କର୍ମୀ ଗୋପ ବଜାରଠାରୁ ବାହାରି ବ୍ଲକ ପହଞ୍ଚି ଘେରାଉ କରିଥିଲେ । ଇନ୍ଦରା ଆବାସ, ରାସନ କାର୍ଡ ଓ ବିଭିନ୍ନ ସରକାରୀ ଯୋଜନାର ଦୁର୍ନିତୀକୁ ନେଇ ବ୍ଲକ ଘେରାଉ କରିଥିଲେ କ୍ଷ