ସ୍ମାର୍ଟ ସିଟିରେ ବିରାଟ ଗାତ

( ମମତା ସାମଲ) : ସ୍ମାର୍ଟ ସିଟି ରାଜପଥରେ ବିରାଟ ଗାତ । ଲଗାଣ ବର୍ଷା ଯୋଗୁଁ ଭୁବନେଶ୍ୱର ନିକୋ ପାର୍କ ରାସ୍ତାରେ ଆଜି ହଠାତ୍ ୫ ଫୁଟର ରାସ୍ତା ଦବି ଯାଇ ଗାତ ହୋଇଯାଇଛି । ଫଳରେ ସେହି ରାସ୍ତା ଦେଇ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି ।