ଜଟଣୀ ଥାନାର ସବୁ କର୍ମଚାରୀଙ୍କ ବଦଳି

(ଆଦର୍ଶ ରାଉତ ) : ଜଟଣୀ ଥାନା ଆଇ.ଆଇ.ସି ସଜୀଂବ ମହାନ୍ତି୫୦୦୦୦ ଟଙ୍କା ଲାଚଂ ନେଉଥିବା ବେଳେ ଭିଜଲାନ୍ସ ହାତରେ ଧରାପଡିଥିଲେ ପରେ ଭି୍ଜଲାନ୍ସ କୋର୍ଟ ତାଙ୍କ ଆଗୁଆ ଜାମିନ କୁ ଖାରଜ କରି ତାଙ୍କୁ ଝାରପଡା ଜେଲ କୁ ପଠାଇଦେଇଥିଲା । ଆଜି ତାଙ୍କୁ ନିଲମ୍ବିତ କରିବା ପାଇଁ ଡିଜି ଙ୍କୁ ଚିଠି ଲେଖିଲେ ପୋଲିସକମିଶନର ।ଖୁବଶିଘ୍ର ଜଣେ ଦକ୍ଷ ପୋଲିସ ଅଧିକାରୀଙ୍କୁ ଜଟଣୀ ଥାନା ରେ ନିଯୁକ୍ତି ଦେବାସହ ସେଇ ଥାନାର ସମସ୍ତ ପୋଲିସ କର୍ମଚାରୀଙ୍କୁ ଅନ୍ୟଯାଗାକୁ ବଦଳି ପାଇଁ ନିସ୍ପତି ନେଇଛନ୍ତି ବୋଲି ସୁଚନା ଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି ।