(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଆଜି ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ଚଳିତ ବର୍ଷ ୩୧ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୮.୧ଲକ୍ଷ ପୁଅ ଏବଂ ୧୨.୯ ଲକ୍ଷ ଝିଅ ପରୀକ୍ଷାର୍ଥୀ ଥିଲେ । ସିବିଏସଇ ୱେବସାଇଟରେ ବର୍ତମାନ ଏହି ରେଜଲ୍ଟ ଉପଲବ୍ଧ ହେଉଛି। ରେଜଲ୍ଟ ଜାଣିବା ପାଇଁ cbse.nic.in, cbseresults.nic.inରେ ଯାଂଚ୍ କରି ପାରିବେ।