ମାସ୍କଟ ଓଲିକୁ ପରଜଙ୍ଗରେ ସ୍ୱାଗତ

( ସର୍ବେଶ୍ୱର ପାତ୍ର): ଆରମ୍ଭ ହେବାକୁ ଯାଉଛି  ହକି ବିଶ୍ୱ କପ । ଏଥିପାଇଁ ଚଳଞ୍ଚଳ ହୋଇପଡିଛି ରାଜଧାନୀ । ହକିର ପ୍ରଚାର ପ୍ରସାର କରୁଛି ଓଲି । ଆଜି ମାସ୍କଟ ଓଲିକୁ ପରଜଙ୍ଗରେ ସ୍ୱାଗତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା , କୃଷ୍ଣଚନ୍ଦ୍ର ମହାନ୍ତି, ସୁବତ୍ର ଦାସ, ପ୍ରଦୀପ ବେହେରାଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ ବହୁ ସ୍କୁଲ ଛାତ୍ରଛାତ୍ରୀ ଉପସ୍ଥିତ ରହି ଓଲିକୁ ସ୍ୱାଗତ କରିଥିଲେ ।