ଜିବନ ବିନ୍ଦୁ କାର୍ଯ୍ୟକ୍ରମ ସ୍ୱଛାକୃତ ଭାବେ ରକ୍ତ ଦେଲେ ଛାତ୍ର ଛାତ୍ରୀ

(ରିପୋଟର୍ସ ଟୁଡେ): ମାନ୍ୟବର ମୂଖ୍ୟମନ୍ତ୍ରୀ ରକ୍ତ ଅଭାବରୁ ଗୋଟିଏ ବି ଲୋକ ମୃତ୍ୟୁ ମୂଖରେ ନପଡୁ ସେ ଲାଗି ଆରମ୍ଭ କରିଥିଲେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ । ଆଜି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ । ସେଇ ଅବସରରେ ବିଜେଡି କାର୍ଯ୍ୟାଳୟଠାରେ ବିଜୁ ଛାତ୍ର ଜନତା ଦଳ ତରଫରୁ ସ୍ୱଛାକୃତ ଭାବେ ରକ୍ତଦାନ ଶିବିର ଖୋଲିଥିଲା ଏହିଠାରେ ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ଯୋଗଦେଇଥିଲେ ।