( ଜୟନ୍ତ କୁମାର ସେଠୀ): କୋଣାର୍କ ବଙ୍ଗୀୟ ଯୁବତୀ ଦୁଷ୍କର୍ମ ଘଟଣା କୁ ନେଇ ବିଜେପି ମହିଳା ମୋର୍ଚ୍ଚା ତରଫରୁ କୋଣାର୍କ ଛାତ୍ରୀନିବାସ ଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ପ୍ରଭାବିତ ପରିଡ଼ାଙ୍କ ନେତୃତ୍ୱ ହୋଇଯାଇଛି କ୍ଷ ତାଙ୍କର ମୁଖ୍ୟ ଦାବି ୧. କୋଣାର୍କ କୁ ସ୍ୱଚ୍ଛ କୋଣାର୍କ କରିବା ୨. ଗଣଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ କୁ ବନ୍ଦକରିବା। ନିମାପଡ଼ା ଝ ଊ ଚ ଙ ଯେଉଁ ୭୨ ଘଣ୍ଟା ସମୟ ନେଇଥିଲେ ଗଣ ଦୁଷ୍କର୍ମ ମାମଲାରେ ଦୋଷୀ ମାନଙ୍କୁ ଗିରଫ କରିବା ପାଇଁ ୭୨ ଘଣ୍ଟା ପୁରଣ ହେଲାପରେ ବି ଅଭିଯୁକ୍ତଙ୍କୁ ଗିରଫ କରି ନାହାନ୍ତି କ୍ଷ ଏଥିପାଇଁ ଆସନ୍ତା ୨୬ ତାରିଖରେ କୋଣାର୍କ ବନ୍ଦ ଡାକରା ସହ ଝଚ ଅଫିସ ଘେରାଉ କରିବାପାଇଁ ଛାତ୍ରୀ ନିବାସ କୋଣାର୍କଠାରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ପ୍ରଭାବିତ ପରିଡ଼ା ସୂଚନା ଦେଇଛନ୍ତି ।