(ଆଦର୍ଶ ରାଉତ) : ଆସନ୍ତା କାଲି ମାଙ୍କର ବିଜୟାଦଶମୀ ପୂଜା ଅନୁଷ୍ଠିତହେବ । ସେଇ ଅବସର ରେ ବିଭିନ୍ନ ସ୍ଥାନରେ ରାବଣ ପୋଡି ର ଆୟୋଜନ ହେବାର ରହିଛି । ତାକୁ ନେଇ ସେଇ ସ୍ତାନ ଗୁଡିକ ରେ କିପରି ଶୃଙ୍ଖଳିତ ଭାବରେ ରାବଣ ପୋଡି ହେବା ସହ ବାଣ ଉପରେ ମଧ୍ୟ ନଜର ଦିଆଯାଇଛି ଅଧିକ ଶବ୍ଦ ପ୍ରଦୂଷଣ କରୁଥିବା ବାଣ ଉପରେ କଟକଣା କରାଯାଇଛି ।
ସେପଟେ ଶନିବାର ଦିନ ଭାସାଣୀ କୁ ଆଖିଆଗରେ ରଖି ଟ୍ାଫିକ ବ୍ୟବସ୍ଥା କଡାକଡି କରାଯାଇଛି , ବିଭିନ୍ନ ସ୍ଥାନରେ ଆବଶ୍ୟକ ଅନୁଯାୟୀ ଟ୍ରାଫିକ ପୋଲିସ ମୁତୟନ କରାଯିବାସହ ଭଷାଣୀରେ ମେଢର ପଟୁଆର ବିର୍ସଜନ ସ୍ଥାନ କୁ ଯିବାର ରାସ୍ଥା ଅଲଗା ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ଡିସିପି ଅନୁପ ସାହୁ ।