ତାଳଚେରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ପାଳନ

ତାଳଚେର ମାଟିର ଲଢ଼ୁଆ ପୁଅ, ଉଜ୍ଵଳାମ୍ୟାନ ତଥା ଭାରତ ସରକାରଙ୍କ ବରିଷ୍ଠ ବିଜେପି ନେତା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ଼. ଧର୍ମେନ୍ଦ୍ର ପ୍ରଧାନଙ୍କ ୫୮ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ତାଳଚେରର ହାଟତୋଟା ସ୍ଥିତ ପଦ୍ମିନୀ ମଣ୍ଡପ ଠାରେ ବରିଷ୍ଠ ବିଜେପି ନେତା ତଥା ସମାଜସେବୀ ବିଭୂତି ସାହୁଙ୍କ ଦ୍ଵାରା ବଡ ଆଡ଼ମ୍ବରର ସହ ପାଳିତ ହୋଇ ଯାଇଛି।

ତାଳଚେର ବିଭିନ୍ନ ଅଞ୍ଚଳରୁ ଗରିବ ଅସହାୟ ମାନଙ୍କୁ ୱିଲ ଚେୟାର, ଶାଢ଼ୀ, ଛତା ଏବଂ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରାଯାଇଛି। ଅନେକ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ତାଳଚେରର ଏସଡିପିଓ ମଧ୍ୟ ଏହୀ ଉତ୍ସବରେ ଉପସ୍ଥିତ ଥିଲେ।