ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

(ଦିବ୍ୟକାନ୍ତ ବେହେରା): ମୃତଦେହ ଉଦ୍ଧାର । ବାଲୁଗାଁ ଚିଲିକା କୂଳ ନିକଟସ୍ଥ ନିୟନ୍ତ୍ରିତ ବଜାର କମିଟିଠାରୁ ଦୂରରେ ଅଚିହ୍ନା ଯୁବକଙ୍କ ଝୁଲାନ୍ତ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି । ଏପର୍ଯ୍ୟନ୍ତ ମୃତକ ପରିଚୟ ମିଳିପାରିନିକି ମୃତ୍ୟୁ କାରଣ ସ୍ପଷ୍ଟ ଜଣାପଡିନାହିଁ ।