ରସୋଗୋଲା ପାଇଁ ନୁହେଁ ଓଡିଶାର କଳା ସଂସୃତି କୁ ଅପମାନ କରିଥିବାରୁ ଗିରଫ ହେଲେ ଅଭିଜିତ ଆୟର : କ୍ରାଇମ ବ୍ରାଚଂ ଆଜି ଅଣୁ ବୋଥ୍ରା

(ଆଦର୍ଶ ରାଉତ) : ନ୍ୟାସନାଲ ମିଡିଆ ଓ ସୋସିଆଲ ମିଡିଆ ରେ ଏକ ମିଥ୍ୟା କଥା ଭାଇରାଲ ହେଉଛି କି ଅଭିଜିତ ଆୟର ମିତ୍ର ଙ୍କୁ ରସଗୋଲା ଉପରେ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଗିରଫ କରାଯାଇଛି । କିନ୍ତୁ ପ୍ରକୃତରେ ସେ ଓଡିଶାର କଳା ସଂସ୍ୃତି କୁ ଅପମାନ କରିବା କୋଣାର୍କ ଉପରେ ଅଶୀଳ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଗିରଫ କରାଯାଇଛି ।

ତାଙ୍କ ଅଶୀଳ ମନ୍ତବ୍ୟ ୮ କୋଟି ଓଡିଆଙ୍କ ମନରେ କଷ୍ଟ ଦେଇଥିଲା ତା ନେଇ କୋଣାର୍କ ଓ ସହିଦ ନଗର ଥାନାରେ ଅଭଯୋଗ ହେଇଥିଲା ତା ସହ ସୁର୍ପମି ଜୋର୍ଟ ତାଙ୍କୁ ସୁରକ୍ଷା ଦେବା ପାଇଁ ମଧ୍ୟ ମନା କରିଦେଲା ପରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ କ୍ରାଇମ ବ୍ରାଚଂ ଆଜି ଅଣୁବୋଥ୍ରା କହିଛନ୍ତି ।