ଉତ୍ତାରାଖଣ୍ଡର ମୁଖ୍ୟମନ୍ତ୍ରୀ ହେଲେ ପୁଷ୍କର ସିଂ ଧାମି

ନୁଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ଉତ୍ତାରାଖଣ୍ଡର ମୁଖ୍ୟମନ୍ତ୍ରୀ ହେଲେ ପୁଷ୍କର ସିଂ ଧାମି । ଉତ୍ତାରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମି । ଗତକାଲି ଇସ୍ତପା ଦେବେ ତିରଥସିଂ ରାଓ୍ବାତ । ଉତ୍ତାରାଖଣ୍ଡର ବିଜେପି ମୁଖ୍ୟାଳୟରେ ୫୭ ଜଣ ବିଜେପି ବିଧାୟକ ମଧ୍ୟରୁ ପୁଷ୍କର ସିଂ ଧାମୀଙ୍କ ନାମ ମୁଖମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଧନଖଡ ସିଂ, ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ମୁଖ୍ୟମନ୍ତ୍ରୀଙ୍କ ନାମ ଶୁଣିବାକୁ ମିଳିଥିଲା ।