(ରିପୋଟର୍ସ ଟୁଡେ):ଲୋୟର ପିଏମଜିରେ ୫୯ ଦିନ ଧରି ଆନ୍ଦୋଳନ ଚଳାଇଥିଲେ ମିଳିତ ଶିକ୍ଷକ ସଂଘ ଆଜି ସ୍ଥଗିତ ହେଲା ଶିକ୍ଷକଙ୍କ ଆନ୍ଦୋଳନ । ଶିକ୍ଷକ ଓ ଅଧ୍ୟାପକ ମିଳିତ ମଞ୍ଚ ସରକାରଙ୍କ ସହ ଆଲୋଚନା କରିଥିଲେ ଦାବି ପୂରଣର ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ଶିକ୍ଷକମାନେ ଆନ୍ଦୋଳନ ସ୍ଥଗିତ କରିଛନ୍ତି । ତେବେ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସରକାରଙ୍କୁ ମହଲତ ଦେଲା ମିଳିତ ମଞ୍ଚ । ଜଦି ସେଇ ସମୟ ଭିତରେ ଦାବି ପୂରଣ ନହେଲା ତେବେ ଆନ୍ଦୋଳନ ପୁଣି ଜାରି ରହିବ ବୋଲି ଚେତାବନି ଦେଇଛି ମିଳିତ ମଞ୍ଚ ।