(ସରୋଜ କୁମାର ରାଉତ)ଭୁବନେଶ୍ୱର: ଆଜି ସାଇକେଲରେ ଆସିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ତାଙ୍କୁ ସାଇକେଲରେ ଆସିବାର କାରଣ ପଚାରିବାରୁ ସେ କହିଛନ୍ତି ଯେ,ସ୍ଵାସ୍ଥ୍ୟ ଓ ପରିବେଶ ପାଇଁ ଗାଡ଼ି ବଦଳରେ ସାଇକେଲ ବ୍ୟବହାର ଭଲ ,ତେଣୁ ମୁଁ ସାଇକେଲରେ ଆସିଲି ।ଆଗାମୀ ବଜେଟ ଅଧିବେଶନରେ ବି ସମସ୍ତ ଦିନ ବିଧାନସଭା ସାଇକେଲ ରେ ଆସିବେ ବୋଲି କହିଛନ୍ତି।ଏହା ସହ ଭୁବନେଶ୍ୱର ରେ ଥିବା ସମୟରେ ଗାଡିର କମ୍ ବ୍ୟବହାର କରିବେ ବୋଲି ସେ କହିଛନ୍ତି।