ବାରମ୍ବାର ଗର୍ଭପାତ ହେଉଛି କି ? ଆଜି କରନ୍ତୁ ଏହି କାର୍ଯ୍ୟ

(ସୌମ୍ୟ ରଂଜନ ସେଠୀ) : ଗର୍ଭ ଧାରଣ କରିବାରେ ସମସ୍ୟା ହେଉଛିକି , ବାରମ୍ବାର ଗର୍ଭପାତ ହେଉଛି କି । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ବି ଏହି ସମସ୍ୟା ଦୂର ହେଉନି କି । ଅନେକ ଡାକ୍ତର ଚେଷ୍ଟା କରି ବିଫଳ ହୋଇଛନ୍ତି କି । ତାହାଲେ ଚିନ୍ତା କରନ୍ତୁ ନାହିଁ ଆପଣାଇ ନିଅନ୍ତୁ ଏହି ଉପାୟ ।

ଅନେକ ସମୟରେ ମହିଳା ମାନେ ଗର୍ଭ ଧାରଣ କରିବାରେ ସମସ୍ୟା ଦେଖାଯାଇଥାଏ , ଗର୍ଭ ଧାରଣ କରିିବା ପରେ ବି ବର୍ଭପାତ ହେଇଯାଏ ଏହି ସମସ୍ୟା ଅନେକ ମହିଳା ଙ୍କ ପାଖରେ ଦେଖାଯାଏ । ଯାହାକି ଆଜିକା ସମୟରେ ଏକ ବଡ ଚିନ୍ତାର କାରଣ । ଆପଣ ଜାଣନ୍ତି କି କିଛି ପୁଜା ବିଧି, ବ୍ରତ ପାଳନ କଲେ ଏହି ସମସ୍ୟା ଦୂର ହୋଇପାରିବ ।
ତାହାଲେ ଆସନ୍ତୁ ଯାଣିବା କଣ ରହିଛି ପୁଜା ବିଧି ,କାହାକୁ କରିବେ ପୂଜା ..

 ଆଜି ହେଉଛି ଗ୍ରଭଣା ସଂକ୍ରାନ୍ତି , ଏହି ସଂକ୍ରାନ୍ତି ସବୁ ସଂକ୍ରାନ୍ତି ଠାରୁ ଭିନ୍ନ । ଏହାର ଅନେକ ତାତ୍ପର୍ଯ୍ୟ ରହିଛି । ଏହି ସଂକ୍ରାନ୍ତି ଯେଉଁ ମହିଳା କରିଥାନ୍ତି ସେମାନେ ଖୁବ ସହଜ ରେ ମାତୃତ୍ୱ ଲାଭ କରିଥାନ୍ତି । ଆଉ ଯେଉଁ ମହିଳା ଗର୍ଭବତୀ ଅଛି ଏହି ସଂକ୍ରାନ୍ତି କରିବା ଅନୁଚିତ ।  ଏହି ସଂକ୍ରାନ୍ତି ଆସିଲେ ଚାଷୀକୂଳ ତଥା ଚାଷି ମନରେ ଆନନ୍ଦ ଉଲ୍ଲାସରେ ପୁରି ଉଠେ କାରଣ ଚାଷୀ, କ୍ଷେତରେ ବୁଣିଥିବା ଧାନ ଥୋଡ ଧରିଥାଏ ଯେହେତୁ ଚାଷୀକୂଳ ଧାନକୁ ମା ଲକ୍ଷୀ୍ମ ବୋଲି ମାନିଥାଏ ତେଣୁ ନିଜେ ମା ଲକ୍ଷ୍ମୀ ଗର୍ଭବତି ହୋଇଥାନ୍ତି । ସେଥିପାଇଁ ଆଜିର ଦିନରେ ମା ଲକ୍ଷ୍ମୀ ତଥା ଧାନ ବିଲକୁ ଯାଇ ପୂଜାର୍ଚନା କରିବା ଦ୍ୱାରା ଖୁବଶିଘ୍ର ଗୋଟେ ମହିଳା ଗର୍ଭ ଧାରଣା କରିଥାଏ ।