Browsing Category
ଦୁର୍ଘଟଣା
ରାଜଧାନୀରେ ପୁଣି ଏକ ସାଂଘାତିକ ସଡ଼କ ଦୁର୍ଘଟଣା
(ଭୁବନେଶ୍ୱର): ରାଜଧାନୀରେ ପୁଣି ଏକ ସାଂଘାତିକ ସଡ଼କ ଦୁର୍ଘଟଣା ଘଟିଛି। ଧିରିକୁରି ବସ୍ତିରେ ଏକ SUV କାର ନିୟନ୍ତ୍ରଣ ହରାଇ ଘର ଭିତରକୁ ପଶିଯାଇଛି। ଲୋକେ ଶୋଇଥିବା ସମୟରେ ଦ୍ରୁତ ଗତିରେ ଆସିଥିବା କାରଟି ଘରର ପାଚେରୀ, କାନ୍ଥ ଓ ଗାଧୁଆ ଘରକୁ ଭାଙ୍ଗିଦେଇଛି।
ଦୁର୍ଘଟଣାରେ SUVଟିର ଚାରିପାଖ…
Read More...
Read More...
ପୁଣି ଭାରତମାଳାରେ ଭୟଙ୍କର ଦୁର୍ଘଟଣା ; ଦୁଇ ପିକଅପ୍ ଧକ୍କା, ୫ ଗୁରୁତର
ପୁଣି ଭାରତମାଳା ରାସ୍ତାରେ ବଡ଼ ଦୁର୍ଘଟଣା। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି-ଡାବୁଗାଁ ଭାରତମାଳା ରାସ୍ତାରେ ଦୁଇଟି ପିକଅପ୍ ଗାଡ଼ି ମଧ୍ୟରେ ଧକ୍କା ହୋଇ ୫ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଆଜି ରାତି ପ୍ରାୟ ୮ଟା ସମୟରେ ଭାରତମାଳା ପ୍ରକଳ୍ପରେ ନିୟୋଜିତ ଏକ ବୋଲେରୋ ପିକଅପ୍…
Read More...
Read More...
ବେଦାନ୍ତ ପାଉଁଶ ବୋଝଇ ହାଇୱା ଧକ୍କାରେ ବାଇକ ଆରୋହୀ ମୃତ…
ଲାଞ୍ଜିଗଡ (ସୁଶାନ୍ତ ମାଝୀ) ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଛକ ନିକଟରେ ବେଦାନ୍ତ ପାଉଁଶ ବୋଝଇ ହାଇୱା ଧକ୍କାରେ ବାଇକ ଆରୋହୀ ମୃତ । ମୃତ ଜଣକ ହେଲେ ନର୍ଲା ଥାନା ଅନ୍ତର୍ଗତ ପାଣିମୁଣ୍ଡା ଗାଁର ଶମ୍ଭୁ ଗୌଡ଼ (୨୫) ବୋଲି ଜଣା ପଡିଛି । ସୂଚନାନୁସାରେ ବେଦାନ୍ତ…
Read More...
Read More...
କ୍ରିକେଟ ଖେଳୁଥିବା ବେଳେ ବଜ୍ରାଘାତ ଘଟି ଚାଲିଗଲା ଯୁବକଙ୍କର ଜୀବନ…
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଅଢାପଲି ଗାଁରେ କ୍ରିକେଟ ଖେଳୁଥିବା ବେଳେ ବଜ୍ରାଘାତ ଘଟି ଚାଲିଗଲା ଯୁବକଙ୍କର ଜୀବନ। ମୃତ ଯୁବକ ଜଣଙ୍କ ଅଢାପଲି ଗାଁର ୧୮ ବର୍ଷୀୟ ଯୁବକ ପ୍ରିୟବ୍ରତ ମହାନ୍ତ। ପ୍ରିୟବ୍ରତ ନିଜ ସାଙ୍ଗ ମାନଙ୍କ ସହିତ ଗାଁ ପଡିଆରେ…
Read More...
Read More...
ହାଇୱା ଟ୍ରକକୁ ପଛରୁ ଧକ୍କା ଦେଲା ବାଇକ, ଘଟଣା ସ୍ଥଳରେ ଦୁଇ ଭାଇଙ୍କ ମୃତ୍ୟୁ…
ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଗଡ଼ପଳାଶୁଣି ଗାଁ ପେଟ୍ରୋଲ ପମ୍ପ ନିକଟରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା। ହାଇୱା ଟ୍ରକକୁ ପଛରୁ ଧକ୍କା ଦେଲା ବାଇକ। ଘଟଣା ସ୍ଥଳରେ ହିଁ ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି। ମୃତ ଦୁଇ ଭାଇ ଗଡ଼ପଳାଶୁଣି ଗାଁ ମୁଣ୍ଡାସାହିର ଶୁଭ ଗାଗରାଇ ଓ ଧନୁ ଗାଗରାଇ। ଉଭୟେ…
Read More...
Read More...
ଭବାନୀପାଟଣା ବାଏପାସ ରାସ୍ତାରେ ଦୁର୍ଘଟଣା, 2ମୃତ
ହାଇୱାକୁ ପିଟିଲା BMW କାର । କଳାହାଣ୍ଡି ଜିଲା ଭବାନୀପାଟଣା ବାଏପାସ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱାକୁ ପଛ ପଟରେ BMW କାର ଧକ୍କା ଦେବାରୁ ୨ ଜଣକର ମୃତ୍ୟୁ ହୋଇଛି ମୃତ ବ୍ୟକ୍ତି ହେଲେ ବଲାଙ୍ଗୀର ଜିଲା ଟିଟଲାଗଡ଼ର ପିଣ୍ଟୁ ବାଗ ଓ…
Read More...
Read More...
ଭୁବନେଶ୍ବରରେ ମୁହାଁ-ମୁହିଁ ଦୁଇ ଟ୍ରେନ, ବର୍ତ୍ତି ଗଲା ବଡ ଦୁର୍ଘଟଣା
ମୁହାଁ-ମୁହିଁ ଦୁଇ ଟ୍ରେନ । ଭୁବନେଶ୍ବରରେ ସାମ୍ନାସାମ୍ନି ହେଲା ଦୁଇ ଟ୍ରେନ । ଗୋଟାଏ ଟ୍ରାକରେ ଦୁଇ ଟ୍ରେନ । ଟ୍ରେନର ବେଗ କମ ଥିବାରୁ ବର୍ତ୍ତି ଗଲା ବଡ ଦୁର୍ଘଟଣା। ଝାରପଡ଼ା ବ୍ରିଜ୍ ନିକଟରେ ଦୁଇ ଟ୍ରେନ୍ ମୁହାଁମୁହିଁ । ଭୁବନେଶ୍ବର ଷ୍ଟେସନରୁ ଆସୁଥିଲା ଟ୍ରେନ, ଏବଂ ମଞ୍ଚେଶ୍ବର ଦିଗରୁ…
Read More...
Read More...
ପୁରୀ ମଙ୍ଗଳାଘାଟ ବାଇପାସ୍ କୃଷକ ବଜାର ନିକଟରେ ସଡ଼କ ଦୁର୍ଘଟଣା…
ପୁରୀ ମଙ୍ଗଳାଘାଟ ବାଇପାସ୍ କୃଷକ ବଜାର ନିକଟରେ ସଡ଼କ ଦୁର୍ଘଟଣା। ଡିଭାଇଡରକୁ ପିଟିଲା ଜର୍ମାନୀର ସ୍ପିଡ କାର porsche model ସ୍ପୋର୍ଟସ କାର୍। ଭୁବନେଶ୍ୱରରୁ ପୁରୀ ଆସୁଥିବା ସମୟରେ ଜଣେ ଲୋକ ଆଗକୁ ଚାଲିଆସିଥିଲା । ସେହି ଲୋକକୁ ବଞ୍ଚାଇବାକୁ ଯାଇ କାର ଚାଳକ ବ୍ରେକ ମାରିଥିଲା ଗାଡ଼ି ସ୍ପିଡ୍…
Read More...
Read More...
କାଳବୈଶାଖୀ ବର୍ଷାରେ ବିଜୁଳି ମାରି ଜଳିଗଲା ଘର…
କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ହୋଇଛି । ଫଳରେ ତାପମାତ୍ରା ହ୍ରାସ ପାଇଛି । ହେଲେ କାଳବୈଶାଖୀ ବର୍ଷା ସହିତ ହୋଇଥିବା ପ୍ରବଳ ପବନ ପାଇଁ ଲୋକମାନେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ପ୍ରବଳ ବର୍ଷା ସହ ପବନ ଫଳରେ ବିଭିନ୍ନ ସ୍ଥାନରେ…
Read More...
Read More...
ଗ୍ରାଉଣ୍ଡ ଜିରୋରୁ ଯୋଜନାର ସଫଳତା ମାପିବେ ସରକାର
ଗ୍ରାଉଣ୍ଡ ଜିରୋରୁ ଯୋଜନାର ସଫଳତା ମାପିବେ ସରକାର । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ପ୍ରକୃତ ପ୍ରଭାବ କେତେ ରହିଛି, ଲାଭାର୍ଥୀମାନେ କେତେ ଉପକୃତ ହେଉଛନ୍ତି ଏବଂ କେଉଁଠି ତ୍ରୁଟି କିମ୍ବା ବାଧା ରହିଛି, ତାହା ଶୀଘ୍ର ଜାଣିବା ପାଇଁ ରାଜ୍ୟ ସରକାର…
Read More...
Read More...