Browsing Category

ଦୁର୍ଘଟଣା

ଏହି ୫ ଖେଳାଳି ଖୁବ୍ ଶୀଘ୍ର ଟିମ୍ ଇଣ୍ଡିଆରେ ପଦାର୍ପଣ କରିପାରନ୍ତି

ରୋମାଞ୍ଚକର IPL୨୦୨୬ ସିଜିନ୍ ମେ ୩୧ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଟାଇଟଲ୍ ବିଜୟ ସହିତ ଶେଷ ହୋଇଥିଲା। ଫାଇନାଲରେ ଗୁଜୁରାଟ ଟାଇଟାନ୍ସକୁ ପରାସ୍ତ କରି RCB ଲଗାତାର ଦ୍ୱିତୀୟ ଥର ପାଇଁ ଟ୍ରଫି ଜିତିଥିଲା। ସାରା ସିଜିନ୍ ରେ ଅନେକ ଅଣକ୍ୟାପ୍ ଭାରତୀୟ ଖେଳାଳି ସେମାନଙ୍କର…
Read More...

କୋଇଡାରେ ସିରିଜ୍ ଦୁର୍ଘଟଣା, ଦୁଇ ମୃତ ତିନି ଗୁରୁତ୍ୱର…

ସୁନ୍ଦରଗଡ଼ କୋଇଡା ଥାନା ଅଞ୍ଚଳରେ ସିରିଜ୍ ଦୁର୍ଘଟଣା। ଦୁର୍ଘଟଣା ରେ ଚାଲିଗଲା ଦୁଇ ଦୁଇଟି ଜୀବନ । ଗୋଟିଏ ଦିନରେ ଦୁଇ ଦୁର୍ଘଟଣା ୨ମୃତ ତିନି ଗୁରୁତ୍ୱର ହୋଇଥିବା ସୂଚନା ଆସୁଛି। କୋଇଡା ଥାନା 520 ଜାତୀୟ ରାଜପଥ ଗଲା ସନ୍ଧ୍ୟାରେ ବାଇକ୍ ସହ ହାଇୱା ଧକ୍କା ହେବାରୁ ଜଣେ ବାଇକ୍ ଚାଳକଙ୍କ…
Read More...

ପ୍ରଳୟଙ୍କାରୀ କାଳବୈଶାକୀ ନେଲା ୧୬ ଜୀବନ…

ଉତ୍ତରାଖଣ୍ଡରେ ଦୁଇ ଦିନରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି।  ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରଚଣ୍ଡ ଖରା ମଧ୍ୟରେ ଉତ୍ତର ପ୍ରଦେଶର ବିଭିନ୍ନ ପ୍ରାନ୍ତରେ ହଠାତ୍ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ଏହି କାଳବୈଶାଖୀ ଝଡ଼ ଯୋଗୁଁ ସାରା ରାଜ୍ୟରେ ଶତାଧିକ ଗଛ, ଟିଣ ଛପର ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି…
Read More...

ଲୋଡ଼ ସମୟରେ ଖସିପଡ଼ିଲା ଆଇରନ ଗ୍ରାଫ୍, ଡ୍ରାଇଭର ମୃତ…

ଜାହାଜ ରେ ଆଇରନ ଲୋଡ଼ ସମୟରେ ଘଟିଲା ଅଘଟଣ, କ୍ରେନ୍ ସହାୟତାରେ ଆଇରନ ଲୋଡ଼ ହେଉଥିବା ସମୟରେ ହଠାତ ହାଇୱା ଉପରେ ଆଇରନ ଗ୍ରାଫ୍ ଖସିପଡ଼ିଲା  ଓ ଘଟଣା ସ୍ଥଳରେ ଡ୍ରାଇଭର ମୃତ, ଘଟଣା ଘଟିଛି ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ରେ ରହିଥିବା CQ-1 ବର୍ଥ ରେ । ଗତକାଲି ବର୍ଷା କାରଣରୁ ଆଇରନ ଗୁଣ୍ଡ…
Read More...

ଚଳନ୍ତା ବସ୍ ରୁ ଚକ ବାହାରି ରାସ୍ତା କଡ ଦୋକାନରେ ପଶିଲା

ବ୍ରହ୍ମପୁର ଠାରୁ କନ୍ଧମାଳ ଜିଲ୍ଲା କାଟିଙ୍ଗା ଯାଉଥିବା ହରିହର ନାମକ ଯାତ୍ରୀବାହୀ ଘରୋଇ ବସ୍  ୩୦ ଜଣ ଯାତ୍ରୀ ଙ୍କୁ ନେଇ ଯିବା ସମୟରେ ମୋହନା ସଦର ମହକୁମା ପ୍ରାଣୀଧନ ଚିକିତ୍ସାଳୟ ସାମନା ରେ ହଟାତ ବାମ ପଟ ର ଆଗ ଚକଟି ବାହାରି ନିକଟରେ ଥିବା ଏକଟିଭ ଏଗ୍ରୋ ଚାଷୀ ସାମଗ୍ରୀ ବିକ୍ରୟ କେନ୍ଦ୍ର…
Read More...

ପାକିସ୍ତାନର କ୍ୱେଟାରେ ରେଳ ଟ୍ରାକରେ ବିସ୍ଫୋରଣ, ବଢୁଛି ମୃତ୍ୟୁ ସଂଖ୍ୟା

ଟ୍ରେନ ବିସ୍ଫୋରଣ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ପାକିସ୍ତାନର କ୍ୱେଟାରେ ଏକ ରେଳ ଟ୍ରାକ ନିକଟରେ ହୋଇଥିବା ବିସ୍ଫୋରଣରେ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୦ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଆହତମାନଙ୍କୁ…
Read More...

ଚୀନର କୋଇଲା ଖଣିରେ ବିସ୍ଫୋରଣ, ବଢୁଛି ମୃତ ସଂଖ୍ୟା

ଚୀନର ଶାଂସି ପ୍ରଦେଶରେ ଏକ ବଡ଼ କୋଇଲା ଖଣି ଦୁର୍ଘଟଣାରେ ୯୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୯ ଜଣ ଏପର୍ୟ୍ୟନ୍ତ ନିଖୋଜ ଅଛନ୍ତି। ଏହାକୁ ଗତ ଦଶନ୍ଧି ମଧ୍ୟରେ ଚୀନର ସବୁଠାରୁ ବଡ କୋଇଲା ଖଣି ଦୁର୍ଘଟଣା ବୋଲି ଶୁଣିବାକୁ ମିଳୁଛି । ସୂଚନା ଅନୁଯାୟୀ, ଶୁକ୍ରବାର ରାଜଧାନୀ ବେଜିଂଠାରୁ ପ୍ରାୟ ୫୨୦…
Read More...

ବିଜୁଳି ସର୍ଟସର୍କିଟରୁ ଅଗ୍ନିକାଣ୍ଡରେ ଦୁଇ ପରିବାରଙ୍କ ଘର ପୋଡି ପାଉଁଶ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବଅଁରପାଳ ପଞ୍ଚାୟତ ଅଧୀନ ନରେନ୍ଦ୍ରପୁର ଗ୍ରାମରେ ଶୁକ୍ରବାର ଅପରାହ୍ଣରେ ଘଟିଥିବା ଅଗ୍ନିକାଣ୍ଡରେ ଦୁଇ ପରିବାରଙ୍କ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ବିଜୁଳି ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପ୍ରମିଳା…
Read More...

ଗାରାବନ୍ଧ ପ୍ରାଥମିକ ଚିକିତ୍ସାଳୟ ଅଚାନକ ଗ୍ରସ୍ତ କଲେ ବିଧାୟକ

ଗଜପତି  ଜିଲ୍ଲା ଗୋଷାଣୀ ବ୍ଲକ ଗାରବନ୍ଧ ପ୍ରାଥମିକ ଚିକିତ୍ସାଳୟକୁ ଅଚାନକ ବିଧାୟକ ରୁପେସ ପାଣିଗ୍ରାହି ଗ୍ରସ୍ତ କଲେ । ଚଳିତ ସପ୍ତାହରେ ଜଣେ ରୋଗୀ ଆସି ଫେରିବା ଓ ଚିକିତ୍ସାଳୟ ଚାବି ପଡ଼ିବା ଘଟଣା ଜାଣିବା ପରେ ଆଜି ବିଧାୟକ ଅଚାନକ ଆସି ପହଞ୍ଚିଥିଲେ, ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଥିଲେ କି…
Read More...

ପାଣିରେ ବୁଡି ଜଣକର ମୃତ୍ୟୁ ଏବଂ ଜଣେ ଗୁରୁତର

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍ ପର୍ଲା ଗ୍ରାମରେ ପାଣିରେ ବୁଡି ଜଣେ ବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ  ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପର୍ଲା ଗ୍ରାମର ରାଜାରାମ ବାଗଙ୍କ ପୁଅ ମହାବୀର ବାଗ ୧୩ ଏବଂ ସରୋଜ ସୁନାନୀଙ୍କ ପୁଅ ରୋହିତ ସୁନାନୀ ୧୪ ,ସାଙ୍ଗ ମାନଙ୍କ…
Read More...