Browsing Category
ଦୁର୍ଘଟଣା
ଭାରସାମ୍ୟ ହରାଇ ୫୫ ନଂ ଜାତୀୟ ରାଜପଥ ତଳକୁ ଖସିଲା ଯାତ୍ରୀବାହି ବସ…
ଭାରସାମ୍ୟ ହରାଇ ୫୫ ନଂ ଜାତୀୟ ରାଜପଥ ତଳକୁ ଖସିଲା ଯାତ୍ରୀବାହି ବସ। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ।। ୫୫ ନଂ ଜାତୀୟ ରାଜପଥ ଚୌଦ୍ବାର କଜଳକଣା ଛକ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣା । ଭାରସାମ୍ୟ ହରାଇ ତଳକୁ ଖସିଲା ବାବାମଣି ନାମକ ଯାତ୍ରୀବାହୀ ବସ । ଘଟଣା ସ୍ଥଳରେ ଚୌଦ୍ବାର…
Read More...
Read More...
ଟୋମ୍ବଲେନ୍ରେ ଏକ ବିମାନ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ…
ଫ୍ରାନ୍ସର ନାନସି ସହର ନିକଟସ୍ଥ ଫରାସୀ ସହର ଟୋମ୍ବଲେନ୍ରେ ଏକ ବିମାନ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସର ଗୃହମନ୍ତ୍ରୀ ଘଟଣାସ୍ଥଳକୁ ଉଡ଼ି ଯାଇଛନ୍ତି ବୋଲି ଗୃହ ମନ୍ତ୍ରଣାଳୟ କହିଛି। ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ବିମାନଟି ଏକ ପାରାଚୁଟିଂ ସ୍କୁଲର ଥିଲା।…
Read More...
Read More...
ଚମ୍ପକ ଦ୍ୱାଦଶୀରେ ଶ୍ରୀକ୍ଷେତ୍ର ପରିକ୍ରମା କଲେ ଚଳନ୍ତି ପ୍ରତିମା
ପୁରୀ ଶ୍ରୀମନ୍ଦିରରେ ଜ୍ୟେଷ୍ଠ ଶୁକ୍ଳପକ୍ଷ ଦ୍ୱାଦଶୀ ଅବସରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଚମ୍ପକ ଦ୍ୱାଦଶୀ ନୀତି ଅନୁଷ୍ଠିତ ହୋଇଛି। ଏକାଦଶୀରେ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବା ପରେ ଦ୍ୱାଦଶୀ ତିଥିରେ ବର-କନ୍ୟା ରୂପେ ଚଳନ୍ତି ପ୍ରତିମାଙ୍କୁ ଆଜ୍ଞାମାଳ…
Read More...
Read More...
ଜୁଆ ଆଡ୍ଡାରେ ପୋଲିସ ରେଡ୍, ଜଣଙ୍କର ମୃତ୍ୟୁ
ଅନୁଗୁଳ ଜିଲ୍ଲାରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା। ବେଆଇନ ଭାବେ ଚାଲିଥିବା ଏକ ବଡ଼ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିବା ବେଳେ ଘଟିଛି ଅଭାବନୀୟ ଅଘଟଣ। ପୋଲିସ କବଳରୁ ଖସି ପଳାଇବା ପାଇଁ ଜଣେ ଜୁଆଡ଼ି ନଦୀକୁ ଡେଇଁ ପଡ଼ିଥିଲେ। ହେଲେ ସେହି ପଳାୟନ ହିଁ ତାଙ୍କ ଜୀବନର ଶେଷ ମୁହୂର୍ତ୍ତ…
Read More...
Read More...
କୋଲକାତାରେ ନିର୍ମାଣାଧୀନ ଗୋଦାମ ଭୁଶୁଡ଼ି ପଡ଼ିଲା, ୪ ଜଣଙ୍କ ମୃତ୍ୟୁ…
ଦକ୍ଷିଣ କୋଲକାତାର ତାରାତାଲା ପରିବହନ ଡିପୋ ନିକଟରେ ନିର୍ମାଣାଧୀନ ଏକ ଗୋଦାମ ସେଡ୍ ବୁଧବାର ଦିନ ମଧ୍ୟାହ୍ନ 12:07 ସମୟରେ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାରମ୍ଭିକ ଭାବରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ କରାଯାଇଥିଲା।…
Read More...
Read More...
କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ, ଛାତ୍ରଛାତ୍ରୀ ଫସିଥିବାରୁ ହାହାକାର
ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଆଲିଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ହଠାତ୍ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଉଷା ମେହେଟ୍ଟା ମାର୍ଗରେ ଥିବା ଏକ କୋଠାରେ ଚାଲୁଥିବା କୋଚିଂ ପ୍ରତିଷ୍ଠାନରେ ନିଆଁ ଲାଗିବା ସହିତ ସମଗ୍ର ଅଞ୍ଚଳରେ ଭୟ ଓ ଅସ୍ଥିରତା ସୃଷ୍ଟି…
Read More...
Read More...
ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଦୁଃଖଦ ଗ୍ୟାସ ଲିକ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୭ କୁ ଛୁଇଁଛି । ମୃତ ୭ ଜଣଙ୍କ ମଧ୍ୟରୁ ୫ ଜଣ କେନ୍ଦୁଝର ଜିଲ୍ଲାର ହୋଇଥିବା ଜଣାପଡିଛି । ମୃତକ ମାନେ ହେଲେ ଜିମାଣୀ ଜୁଆଙ୍ଗ, ଗୀତା ଜୁଆଙ୍ଗ, ଭୂମିଆ ଜୁଆଙ୍ଗ, ଶିବାନୀ ଜୁଆଙ୍ଗ ଓ ଫୁଲମଣି ଜୁଆଙ୍ଗ ।…
Read More...
Read More...
ଚଣ୍ଡିଖୋଲ NH-53 ରେ ଅଘଟଣ
ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଖୋଷାଲିପୁର ପୋଲ ନିକଟରେ ଏକ ହାଇୱା ଓ ସ୍କୁଟି ମଧ୍ୟରେ ଭୟାବହ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ସ୍କୁଟି ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ହାଇୱା (OD22AE-8454) ଓ ସ୍କୁଟି (OD04V-6141) ମଧ୍ୟରେ ଧକ୍କା ହେବା…
Read More...
Read More...
ସଡ଼କ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
ଅଳ୍ପକେ ବର୍ତ୍ତିଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ । ଏକ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ବାସ୍ଥ୍ୟମନ୍ତ୍ରୀ ଅପରାହ୍ନରେ ସମ୍ବଲପୁରରୁ ମୟୂରଭଞ୍ଜ ଯାଉଥିବା ବେଳେ ୪୯ନଂ ଜାତୀୟ ରାଜପଥର କେନ୍ଦୁଝର ତେଲକୋଇ ଥାନା ଅଧୀନ ଜଗମୋହନପୁର ଛକରେ…
Read More...
Read More...
ନିମନ୍ତ୍ରଣ ଦେଇ ଫେରୁଥିଲେ, ରାସ୍ତାରେ ଜଗିଥିଲା ମୃତ୍ୟୁ
କନ୍ଧମାଳ ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଘଟଣା। ନବଜାତ ପୁଅର ଏକୋଇଶିଆ ଉତ୍ସବ ପାଇଁ ବନ୍ଧୁ-ବାନ୍ଧବଙ୍କୁ ନିମନ୍ତ୍ରଣ ଦେଇ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣେ ବାପାଙ୍କ ଜୀବନ। ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଇତିଙ୍ଗିଆ ଗାଁ ଛକ ନିକଟରେ ଏକ ମାଲ ବୋଝେଇ ଅଟୋ ସହ ବାଇକର…
Read More...
Read More...